Odisha Link
Bridging the Missing Links in Odisha
Daily Archives

January 10, 2025

ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ…

ଓଏଲ୍‌ ବ୍ୟୁରୋ: ଆଜି ପ୍ରବାସୀ ଭାରତୀୟ ଦିବସର ଅନ୍ତିମ ଦିବସ। ଉଦଯାପନୀ ଉତ୍ସବରେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି। ପ୍ରବାସୀ ଭାରତୀୟ ଦିବସର ଅନ୍ତିମ ଦିବସ କାର୍ଯ୍ୟକ୍ରମରେ ୨୭ ଜଣଙ୍କୁ ମିଳିବ ‘ପ୍ରବାସୀ ଭାରତୀୟ ସମ୍ମାନ’। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୭ ଜଣଙ୍କୁ ପୁରସ୍କୃତ କରିବେ। ପ୍ରବାସୀ…

କିର୍ମିରା ଅନାସ୍ଥା ଭୋଟିଂ ବାତିଲ:…

ଓଏଲ୍‌ ବ୍ୟୁରୋ: ଆଜି ଝାରସୁଗୁଡ଼ା କିରମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଥିଲା। ଭୋଟ୍‌ ଦେବାକୁ ଆସିଲେନି ସମିତି ସଭ୍ୟ କି ସରପଞ୍ଚ। କେହି ନଆସିବାରୁ ଅପେକ୍ଷା କରି ଫେରିଗଲେ ନିର୍ବାଚନ ଅଧିକାରୀ। ସକାଳ ୧୦ଟାରେ ଅନାସ୍ଥା ଭୋଟିଂ ଆରମ୍ଭ ହେବାକୁ ଥିଲା। ଭୋଟିଂ ବାତିଲ ହେବାରୁ ଝାରସୁଗୁଡାରେ…

ମହାଠକେଇର ମାୟାଜାଲ: ଜେଲ୍ ଗଲେ ଚର୍ଚ୍ଚିତ…

ଓଏଲ୍‌ ବ୍ୟୁରୋ: ଚର୍ଚ୍ଚାରେ ମହାଠକ ଅନିଲ ମହାନ୍ତି ଓ ହଂସିତା ଅଭିଲିପ୍ସା। ସ୍ପେଶାଲ କ୍ରାଇମ ୟୁନିଟର ସରିଲା ରିମାଣ୍ଡ ଅବଧି। ପଚରାଉଚରା ଶେଷ ପରେ ଜେଲ ଗଲେ ହଂସିତା ଓ ଅନିଲ। ଗତକାଲି ହଂସିତାଙ୍କୁ ରିମାଣ୍ଡରେ ନେବା ସମୟରେ ସେ କାନ୍ଦିଥିଲେ। କାନ୍ଦି କାନ୍ଦି କହିଥିଲେ, ମତେ ଫସାଇ ଦିଆଯାଇଛି।…

ସହଦେବ ନାୟକ ହତ୍ୟାକାଣ୍ଡ: ନ୍ୟାୟ ଦାବିରେ…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବର ରସୁଲଗଡ଼ ଓଭର ବ୍ରିଜ ନିକଟରେ ସହଦେବ ନାୟକ ହତ୍ୟା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ନ୍ୟାୟ ଦାବିରେ ବିଏମ୍‌ସି ଅଫିସ ଘେରିଲେ ସଫେଇ କର୍ମଚାରୀ। ଭାରତୀୟ ମଜଦୁର ସଂଘ ସହ ସଫେଇ କର୍ମଚାରୀ ଆନ୍ଦୋଳନ ବସିଛନ୍ତି। ତ୍ବରିତ ନ୍ୟାୟ ଦାବିରେ ବିଏମ୍‌ଏସ୍…

ରାଜ୍ୟରେ ଶୀତର ଲହରୀ, ୧୦ ଡିଗ୍ରୀ ତଳେ ୯…

ଓଏଲ୍‌ ବ୍ୟୁରୋ: କମୁଛି ପାରଦ ଆଉ ଧୀରେ ଧୀରେ ବଢୁଛି ଶୀତ। ସକାଳ ଓ ରାତି ସମୟରେ ଘରୁ ବାହାରିବା କଷ୍ଟ ହୋଇ ପଡ଼ୁଛି। ସକାଳେ କୁହୁଡିର ଚାଦର ଢାଙ୍କି ହୋଇଯାଉଛି। ସନ୍ଧ୍ୟା ହେବା ମାତ୍ରେ ମାଡ଼ି ଆସୁଛି ଜାଡ଼। ଦେହ ଥରାଇ ଦେଉଛି କୋହଲା ପବନ। ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳମାନଙ୍କରେ ଅଧିକ ଶୀତ…

ନବ ଦାସଙ୍କ ପୁଅ ଥାନାରେ ଅଟକ: ସରକାରଙ୍କୁ…

ଓଏଲ୍‌ ବ୍ୟୁରୋ: ସ୍ବର୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲ ଦାସ ଅଟକ। ଛତିଶଗଡ଼ ସରେଇପାଲି ଥାନାରେ ବିଶାଲ ଦାସଙ୍କୁ ଅଟକ ରଖିଛି ସେଠାକାର ପୁଲିସ। ବିଶାଲ ଦାସଙ୍କ ସହ କିଛି କିରମିରା ବ୍ଲକ ଅଧିନ କିଛି ସରପଞ୍ଚ ଓ ସମିତି ସଭ୍ୟଙ୍କୁ ମଧ୍ୟ ଛତିଶଗଡ଼ ପୁଲିସ ଅଟକାଇଥିବା ଜଣାପଡିଛି। ଘଟଣାରେ ପୂର୍ବତନ…

ଚାଷୀଙ୍କୁ ମିଳିଲା ସହାୟତା ରାଶି, ଅଦିନିଆ…

ଓଏଲ୍‌ ବ୍ୟୁରୋ: ଅଦିନିଆ ବର୍ଷା ଯୋଗୁଁ ରାଜ୍ୟର ୧୪ଟି ଜିଲ୍ଲାରେ ଫସଲ ନଷ୍ଟ ହୋଇଥିଲା। କ୍ଷତିପୂରଣ ବାବଦକୁ ଚାଷୀଙ୍କୁ କ୍ଷତିପୂରଣ ଟଙ୍କା ମିଳିବା ଆରମ୍ଭ ହେଲାଣି। ୪ରୁ ୫ ଦିନ ଭିତରେ କ୍ଷତିପୂରଣ ଟଙ୍କା ବଣ୍ଟା ସରିବ। ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିବାବେଳେ…

ଆଜି ପ୍ରବାସୀ ଭାରତୀୟ ଦିବସର ଅନ୍ତିମ…

ଓଏଲ୍‌ ବ୍ୟୁରୋ: ଆଜି ପ୍ରବାସୀ ଭାରତୀୟ ଦିବସର ଅନ୍ତିମ ଦିବସ। ଉଦଯାପନୀ ଉତ୍ସବରେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି। ପ୍ରବାସୀ ଭାରତୀୟ ଦିବସର ଅନ୍ତିମ ଦିବସ କାର୍ଯ୍ୟକ୍ରମରେ ୨୭ ଜଣଙ୍କୁ ମିଳିବ ‘ପ୍ରବାସୀ ଭାରତୀୟ ସମ୍ମାନ’। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୭ ଜଣଙ୍କୁ ପୁରସ୍କୃତ କରିବେ।…

ତେଲେଙ୍ଗାନାରେ ବସ୍‌ ଦୁର୍ଘଟଣା: ଆଖି…

ଓଏଲ୍‌ ବ୍ୟୁରୋ: ତେଲେଙ୍ଗାନାରେ ବଡ଼ ଅଘଟଣ। ବସ୍‌ ଦୁର୍ଘଟଣାରେ ୪ ଓଡ଼ିଆଙ୍କ ମୃତ୍ୟୁ ହୋଇଛି। ତେଲେଙ୍ଗାନା ସୂର୍ଯ୍ୟାପେଟ-ଖମାମ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ୪ ମୃତକଙ୍କ ମଧ୍ୟରେ ୨ ଜଣ ମହିଳା, କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି। ନୂଆପଡ଼ା ସିନାପାଲିରୁ ୩୨ ଜଣଙ୍କୁ ନେଇ ହାଇଦ୍ରାବାଦ…