Odisha Link
Bridging the Missing Links in Odisha
Daily Archives

January 11, 2025

ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ…

ଓଏଲ୍‌ ବ୍ୟୁରୋ: ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କଲେ ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ। ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ପୁୁଅ ତଥା ଦୀପାଳିିଙ୍କ ଭାଇ ବିଶାଳ ଦାସଙ୍କୁ ପୁଲିସ ଅଟକ ରଖିବା ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିିଛନ୍ତି ଦୀପାଳି ଦାସ। ସାମ୍ବାଦିକ…

ଆତ୍ମସମର୍ପଣ କଲେ ୯ ଦୁର୍ଦ୍ଦାନ୍ତ…

ଓଏଲ୍‌ ବ୍ୟୁରୋ: ୨ ମହିଳା ମାଓବାଦୀଙ୍କ ସମେତ ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସ ନିକଟରେ ଏହି ୯ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସବୁଠୁ ବଡ଼କଥା ହେଲା ୯ ଜଣଙ୍କ ନାମରେ ମୋଟ ୪୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ୨…

ରାଜ୍ୟପାଳ ଲାଟ ସାହବ ନୁହଁନ୍ତି: ରଘୁବର…

ଓଏଲ୍‌ ବ୍ୟରୋ: ଭାରତୀୟ ଜନତା ପାର୍ଟିକୁ ଫେରିିଯିବା ପରେ ବଡ଼ ବୟାନ ଦେଇଛନ୍ତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ଆଉ ଏବେର ବିଜେପି ନେତା ରଘୁବର ଦାସ। ସେ କହିଛନ୍ତି ରାଜ୍ୟପାଳ ଲାଟ ସାହବ ପଦ ବୋଲି ସମସ୍ତେ ଭାବନ୍ତି। କିନ୍ତୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭୂମି ଓଡ଼ିଶାରେ ମୁଁ ଏହି ଚିନ୍ତାଧାରାକୁ ଭାଙ୍ଗିଲି। ୩…

ସ୍ତ୍ରୀର ବେକ କାଟିଦେଲା ସ୍ୱାମୀ

ଓଏଲ୍‌ ବ୍ୟୁରୋ: ସମ୍ପର୍କରେ ଲାଗିଲା ରକ୍ତର ଛିଟା। ସନ୍ଦେହରୁ ଘରୋଇ କଳି। ତାପରେ ଘଟିଲା ବିଭତ୍ସ ହତ୍ୟାକାଣ୍ଡ। ଯେଉଁ ହାତରେ ଦିନ ସିନ୍ଥିରେ ସିନ୍ଦୂର ଲଗାଇଥିଲା ସେହି ହାତରେ ହିଁ ସାତ ଜନ୍ମର ସାଥୀର ତଣ୍ଟି କାଟି ଦେଲା। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମଭି ୬୬ ଗ୍ରାମରେ ଘଟିଛି ଏକ…

୯ଟି ରୁଟରେ ଗଡ଼ିଲା ୧୩ଟି ନୂଆ ବସ୍

ଓଏଲ୍‌ ବ୍ୟୁରୋ: ଜନସାଧାରଣଙ୍କ ସୁୁବିଧା ଓ ପରିବହନ କ୍ଷେତ୍ରର ବିକାଶ ନିମନ୍ତେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ୯ଟି ନୂଆ ରୁଟ୍‌ରେ ୧୩ଟି ବସ୍‌ ସେବା ଆରମ୍ଭ ହୋଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଭାସୀ ମାଧ୍ୟମରେ ଏହି ବସ୍ ସେବା ଆରମ୍ଭ କରିଥିଲେ। ଏହି ଅବସରରେ ମନ୍ତ୍ରୀ…

ବାଲେଶ୍ୱରରେ କର୍ଫ୍ୟୁ, ସୁରକ୍ଷା କଡାକଡି

ଓଏଲ୍‌ ବ୍ୟୁରୋ: ବାଲେଶ୍ବରରେ କର୍ଫ୍ୟୁ। ବାଲେଶ୍ବରର ଯାଦପୁର, ଅକ୍ତିଆରପୁର ଓ ଭାସ୍କରଗଞ୍ଜ ମୌଜାରେ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ କଠୋର ପଦକ୍ଷେପ ନେଇଛି। ସେହି ସ୍ଥାନରେ ତୃତୀୟ ଲାଇନ କାମରେ ବାଧକ ସାଜିଛନ୍ତି ଜବରଦଖଲକାରୀ। ଜବରଦଖଲ ଉଚ୍ଛେଦ ପାଇଁ କର୍ଫ୍ୟୁ ଲଗାଇଛି ପ୍ରଶାସନ। ଆଜି ଓ କାଲି ଭୋର…

୪ ଦିନ ପାଇଁ ରତ୍ନଭଣ୍ଡାର ମରାମତି…

ଓଏଲ୍‌ ବ୍ୟୁରୋ: ଜାନୁୟାରୀ ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ମକରସଂକ୍ରାନ୍ତି ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତିକୁ ଦୃଷ୍ଟିରେ ରଖି ୪ ଦିନ କାମ ସ୍ଥଗିତ ରହିବ। ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।…