Odisha Link
Bridging the Missing Links in Odisha
Daily Archives

January 13, 2025

ଆସ୍ଥା ଓ ବିଶ୍ୱାସର ମହାପର୍ବ ପବିତ୍ର…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହେଲା ମହାକୁମ୍ଭ ମେଳା। ଆସ୍ଥା ଓ ବିଶ୍ବାସର ମହାପର୍ବ ପବିତ୍ର ମହାକୁମ୍ଭ ମେଳାର ଶୁଭାରମ୍ଭ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତୀର୍ଥରାଜ ପ୍ରୟାଗରେ କୋଟି କୋଟି ସାଧୁ ସନ୍ଥ ଏବଂ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ସମଗ୍ର ବିଶ୍ଵକୁ…

ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଚାଞ୍ଚଲ୍ୟ,…

ଓଏଲ୍‌ ବ୍ୟୁରୋ: ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଚାଞ୍ଚଲ୍ୟ। ଛାତ୍ରୀନିବାସରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ। ଉତ୍କଳ ସଂଗୀତ ମହା ବିଦ୍ୟାଳୟ ଛାତ୍ରୀ ଉତ୍କଳିକା ସ୍ୱାଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ହଷ୍ଟେଲରେ ଥିବା ଫ୍ୟାନରେ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ମୃତ ଛାତ୍ରୀ…

ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ,…

ଓଏଲ୍‌ ବ୍ୟୁରୋ: ଖୁବଶୀଘ୍ର ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବ। ଏଥିପାଇଁ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ‘ଆୟୁଷ୍ମାନ ଭାରତ’ ପ୍ରଚଳନ ପାଇଁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ। ଆୟୁଷ୍ମାନ ଭାରତ ପ୍ରଚଳନ ପାଇଁ ଏମ୍ଓୟୁ…

ପ୍ରୟାଗରାଜରେ ଭକ୍ତଙ୍କ ଭିଡ଼, ବୁଡ଼…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହେଲା ମହାକୁମ୍ଭ ମେଳା। ମହାକୁମ୍ଭରେ ବୁଡ଼ ପକାଇଲେ ୩୫ ଲକ୍ଷ ଶ୍ରଦ୍ଧାଳୁ। ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ବୁଡ଼ ପାଇଁ ଭିଡ଼ ଜମିଛି। ସକାଳ ସାଢ଼େ ୭ଟା ସୁଦ୍ଧା ୩୫ ଲକ୍ଷ ଶ୍ରଦ୍ଧାଳୁଙ୍କ ବୁଡ଼ ପକାଇଥିବା ପ୍ରୟାଗରାଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତ୍ରିବେଣୀ…

ଆଜିଠୁ ସର୍ବସାଧାରଣଙ୍କ ପାଇଁ ରାଜଭବନ…

ଓଏଲ୍‌ ବ୍ୟୁରୋ: ଆଜିଠୁ ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା। ସୌନ୍ଦର୍ଯ୍ୟ ଉପଭୋଗ କରିବେ ସାଧାରଣ ଲୋକେ। ଜାନୁଆରୀ ୧୩ରୁ ଜାନୁଆରୀ ୨୨ ଯାଏଁ ଖୋଲା ରହିବ ରାଜଭବନ ଉଦ୍ୟାନ। ଚଳିତବର୍ଷ ନିୟମରେ କିଛିଟା ପରିବର୍ତ୍ତନ କରାଯାଇଛି। ତେବେ ରାଜଭବନ ଉଦ୍ୟାନରେ ପ୍ରବେଶ କରିବାକୁ ହେଲେ ପ୍ରଥମେ ମୋବାଇଲ୍‌…

ଆଜି ପୌଷ ପୂର୍ଣ୍ଣିମା, ସୁନାବେଶରେ ଦର୍ଶନ…

ଓଏଲ୍‌ ବ୍ୟୁରୋ: ଆଜି ପୌଷ ପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଓ ଦେବୀ ସୁଭଦ୍ରା ରାଜ ରାଜେଶ୍ୱର ବେଶରେ ବିଭୂଷିତ ହେବେ। ଏହି ଦିନ ଭଗବାନ ଶ୍ରୀରାମଙ୍କର ଚଉଦ ବର୍ଷ ବନବାସ ପରେ ଅଯୋଧ୍ୟାରେ ରାଜାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ତେଣୁ ଏହାକୁ ସ୍ମୃତି ଭାବେ ଗ୍ରହଣ…