Odisha Link
Bridging the Missing Links in Odisha
Daily Archives

January 14, 2025

୨୦ରୁ ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ,…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହେବେ ଧାଡ଼ି ଦର୍ଶନ ବ୍ୟବସ୍ଥା। ଚଳିତ ମାସ ୨୦ ତାରିଖ ଠାରୁ ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ହେବ। ଏନେଇ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ତୀବ୍ର କରାଯାଇଛି। ଶ୍ରଦ୍ଧାଳୁମାନେ ୬ ଥାକିଆ…

ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ, ବ୍ରିଜ…

ଓଏଲ୍‌ ବ୍ୟୁରୋ: ପାଟଣା ବୈତରଣୀ ନଦୀରେ ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଭରିଦେଉ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି…

ବନକଲାଗି: ଆସନ୍ତାକାଲି ୫ ଘଣ୍ଟା ଜଗା…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ୫ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ। ଆସନ୍ତାକାଲି ୧୫ ତାରିଖ ବୁଧବାର ମାଘ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଏହି ଗୁପ୍ତନୀତି ସମାପନ କରାଯିବ। ଏ ନେଇ ଆପାତତଃ ଅପରାହ୍ନ ୫ଘଟିକା ଠାରୁ ରାତ୍ର…

ତୁଟୁନି ସେବାୟତଙ୍କ ବିବାଦ: ଲିଙ୍ଗରାଜ…

ଓଏଲ୍‌ ବ୍ୟୁରୋ: ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ ଦେଖିବାକୁ ମିଳିଛି। ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ମଧ୍ୟରେ ଦେଖାଦେଇଛି ବିବାଦ। ଫଳରେ ଗତକାଲି ରାତି ସାଢ଼େ ୮ରୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି। ବଡ଼ୁ ସେବାୟତ ବାରମ୍ବାର ମନମୁଖୀ କାର୍ଯ୍ୟ…

ମହାକୁମ୍ଭ: ଦିନ ୧୧ଟା ସୁଦ୍ଧା ଅମୃତ…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ମହାକୁମ୍ଭ ମେଳା। ପୌଷ ପୂର୍ଣ୍ଣିମାରେ ପ୍ରଥମ ସ୍ନାନ ଥିବାବେଳେ ମହାକୁମ୍ଭରେ ସାହି ସ୍ନାନ ହୋଇଛି। ପ୍ରୋସେସନରେ ଆସି ପହଁଚିଲେ ୧୩ଟି ଆଖଡ଼ାର ସାଧୁସନ୍ଥ। ପ୍ରଥମେ ମହାନିର୍ବାଣୀ ଆଖଡ଼ାର ନାଗା ସନ୍ନ୍ୟାସୀ ସ୍ନାନ କରିଛନ୍ତି। ପରେ ପରେ ନିରଞ୍ଜନୀ ଆଖଡ଼ା ଓ ଆନନ୍ଦ ଆଖଡ଼ାର…

ଇସ୍ରୋର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ…

ଓଏଲ୍‌ ବ୍ୟୁରୋ: ଇସ୍ରୋର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଭି.ନାରାୟଣନ। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ବା ଇସ୍ରୋର ନୂଆ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଶିଷ୍ଟ ବୈଜ୍ଞାନିକ ଭି.ନାରାୟଣନ୍‌। ଗତକାଲି ଅପରାହ୍ନରେ ସେ ଇସ୍ରୋର ନୂଆ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନେଇଛନ୍ତି।…

ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ବିସିସିଆଇ…

ଓଏଲ୍‌ ବ୍ୟୁରୋ: ଆକ୍ସନ ମୁଡରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ବର୍ଡର-ଗାଭାସ୍କର ଟ୍ରଫି ହାରିବା ପରେ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି ବିସିସିଆଇ। ଏଣିକି କ୍ରିକେଟରଙ୍କ ପରିବାରଜନଙ୍କ ପାଇଁ କଡ଼ା ନିୟମ ପ୍ରସ୍ତୁତ କରୁଛି ବିସିସିଆଇ। ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ…

ମକର ସଂକ୍ରାନ୍ତି ମୋର ପ୍ରିୟ ପର୍ବ:…

ଓଏଲ୍‌ ବ୍ୟୁରୋ: ବର୍ଷକ ବାରମାସ ୩୬୫ ଦିନ ଲୋକଙ୍କ ସେବାରେ ସାମିଲ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ୧୫୦ ବର୍ଷ ପ୍ରତିଷ୍ଠା ଦିବସ ପାଳନ କରୁଛି। ବନ୍ୟା, ବାତ୍ୟା ପ୍ରାକୃତିକ ବିପର୍ଯ୍ୟୟ ବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଭାରତୀୟ ପାଣିପାଗ ବିଭାଗ ବା ଆଇଏମ୍ଡି। କେବେ ବାତ୍ୟା ଆସିବ,…

ମାର୍ଚ୍ଚ ପୂର୍ବରୁ ଶେଷ ହେବ ରତ୍ନଭଣ୍ଡାର…

ଓଏଲ୍‌ ବ୍ୟୁରୋ: ଜାନୁୟାରୀ ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରଖାଯାଇଛି। ମକରସଂକ୍ରାନ୍ତି ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତିକୁ ଦୃଷ୍ଟିରେ ରଖି କାମ ସ୍ଥଗିତ ରଖାଯାଇଛି। ୧୭ ତାରିଖରୁ ପୁଣି ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ। ମାର୍ଚ୍ଚ…

ଭାରତୀୟ ପାଣିପାଗ ବିଭାଗର ପ୍ରତିଷ୍ଠା…

ଓଏଲ୍‌ ବ୍ୟୁରୋ: ବର୍ଷକ ବାରମାସ ୩୬୫ ଦିନ ଲୋକଙ୍କ ସେବାରେ ସାମିଲ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ୧୫୦ ବର୍ଷ ପ୍ରତିଷ୍ଠା ଦିବସ ପାଳନ କରୁଛି। ବନ୍ୟା, ବାତ୍ୟା ପ୍ରାକୃତିକ ବିପର୍ଯ୍ୟୟ ବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଭାରତୀୟ ପାଣିପାଗ ବିଭାଗ ବା ଆଇଏମ୍ଡି। କେବେ ବାତ୍ୟା ଆସିବ,…