ଗଣଶିକ୍ଷା ବିଭାଗରେ ଲାଗୁ ହେଲା ଜାତୀୟ ଶିକ୍ଷା ନୀତି ୨୦୨୦
ଓଏଲ୍ ବ୍ୟୁରୋ: ସ୍କୁଲ ଓ ଗଣଶିକ୍ଷା ବିଭାଗରେ ଲାଗୁ ହେଲା ଜାତୀୟ ଶିକ୍ଷା ନୀତି ୨୦୨୦। ଏନେଇ ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନିଆଯାଇଛି ନିଷ୍ପତ୍ତି। ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେଇ କରିକୁଲମ୍ ପ୍ରସ୍ତୁତି ନିଷ୍ପତ୍ତି ନିଆଯାଇଥିବା ବିିଭାଗ ପକ୍ଷରୁ କୁହାଯାଇଛି।
୧୦+୨ ବଦଳରେ ଏଣିକି ୫+୩+୩+୪ ବ୍ୟବସ୍ଥା। ପୂର୍ବରୁ ଉଚ୍ଚଶିକ୍ଷା ବିଭାଗରେ ଜାତୀୟ ଶିକ୍ଷା ନୀତି ଲାଗୁ ହୋଇ ସାରିଛି।