Odisha Link
Bridging the Missing Links in Odisha
Daily Archives

January 17, 2025

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚଳିତ…

ଓଏଲ୍‌ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଜାନୁଆରୀ ଶେଷ ସୁଦ୍ଧା ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ୪ର୍ଥ କିସ୍ତି ଟଙ୍କା ମିଳିବ। ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ‘ସୁଭଦ୍ରା’ ଆବେଦନ କଲେ ବି ଆବେଦନକାରୀ ମହିଳାଙ୍କୁ ୨୦୨୪ରେ ବାକିଥିବା ୨ଟି କିସ୍ତି…

ଭାଙ୍ଗିଲା ଖଣ୍ଡଗିରିର ବୈକୁଣ୍ଠଧାମ,…

ଓଏଲ୍‌ ବ୍ୟୁରୋ: ମାଟିରେ ମିଶିଲା ବେଆଇନ ଆଶ୍ରମ। ଅନେକ ଦିନର ଯାଞ୍ଚ ମାଲିମକଦମା ପରେ ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଭାଙ୍ଗିବାକୁ ଘୋଷଣା ହୋଇଥିଲା। ଦିନ ୧୨ଟା ସୁଦ୍ଧା ଆଶ୍ରମରୁ ଜିନିଷପତ୍ର ଖାଲି କରିବାକୁ ବିଡିଏ ନିର୍ଦ୍ଦେଶ ଦେଇଥିବାବେଳେ ଆଶ୍ରମରେ ଥିବା ଆସବାବପତ୍ରକୁ ଅନ୍ୟତ୍ର ସ୍ଥାନାନ୍ତର…

୪ ଖେଳାଳିଙ୍କୁ ଖେଳରତ୍ନ ପୁରସ୍କାର,…

ଓଏଲ୍‌ ବ୍ୟୁରୋ: ରାଷ୍ଟ୍ରୀୟ ଖେଳ ପୁରସ୍କାର ପାଇଁ ଆଜି ବିଭିନ୍ନ କ୍ରୀଡ଼ାରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଖେଳାଳି ଓ କୋଚଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି। ଭାରତୀୟ କ୍ରୀଡ଼ା ଜଗତର ସର୍ବୋଚ୍ଚ ସମ୍ମାନ ଖେଳରତ୍ନ ପୁରସ୍କାର ପାଇଲେ ୪ କ୍ରୀଡ଼ାବିତ୍। ଅଲିମ୍ପିକ୍ସରେ ଡବଲ ମେଡାଲ ଜିତିଥିବା ମନୁ ଭାକର, ବିଶ୍ବ…

ଭୁବନେଶ୍ୱରରେ ସିଙ୍ଗାପୁର ରାଷ୍ଟ୍ରପତି,…

ଓଏଲ୍‌ ବ୍ୟୁରୋ: ୫ ଦିନିଆ ଭାରତ ଗସ୍ତରେ ଆସିଥିବା ସିଙ୍ଗାପୁର ରାଷ୍ଟ୍ରପତି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଭୁବନେଶ୍ୱରରେ ପହଂଚିଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି। ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଷ୍ଟ୍ରପତିଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ…

ସୈଫ୍ ଅଲ୍ଲି ଖାନ୍‌ଙ୍କୁ ହତ୍ୟା ଉଦ୍ୟମ:…

ଓଏଲ୍‌ ବ୍ୟୁରୋ: ବଲିଉଡ୍ ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଆକ୍ରମଣକାରୀ ଗିରଫ। ସୁପରଷ୍ଟାର ସୈଫ ଅଲ୍ଲି ଖାନଙ୍କୁ ଛୁରାମାଡ଼ ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ। ପଚରାଉଚରା ପାଇଁ ବାନ୍ଦ୍ରା ଥାନାକୁ ଆଣିଛି ପୁଲିସ। ସିସିଟିଭି ମାଧ୍ୟମରେ ଆକ୍ରମଣକାରୀ ଚିହ୍ନଟ ହୋଇଥିଲା। ସୂଚନା…

ମୁକ୍ତିଲାଭ କଲା…

ଓଏଲ୍‌ ବ୍ୟୁରୋ: ସିନେମା ଲଭର୍ସ ଡେ' ଅବସରରେ ରିଲିଜ ହେଲା କଙ୍ଗନା ରାଣାୱତଙ୍କ ଫିଲ୍ମ 'ଏମରଜେନ୍ସି'। ଅନେକ ବାଦ ବିବାଦର ସମ୍ମୁଖୀନରେ ଶେଷରେ ପରଦାକୁ ଆସିଛି ରାଜନୈତିକ ଡ୍ରାମା ଫିଲ୍ମ 'ଏମରଜେନ୍ସି'। ଏହି ଫିଲ୍ମରେ ଏହି ଚଳଚ୍ଚିତ୍ରଟି, ୧୯୭୫-୧୯୭୭ ଦୁଇ ବର୍ଷର ଭାରତର ଅନ୍ଧକାର ଅଧ୍ୟାୟ ଉପରେ ଆଧାରିତ।…

କାଲିଠୁ ଚିଲିକାରେ ପକ୍ଷୀ ଗଣନା, ଡଙ୍ଗା…

ଓଏଲ୍‌ ବ୍ୟୁରୋ: ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଚିଲିକାର ନଳବଣକୁ ବିଦେଶୀ ପକ୍ଷୀ ଆସିବା ଆରମ୍ଭ କଲେଣି। କାଲିଠୁ ଅର୍ଥାତ ୧୮ ତାରିଖରୁ ଆରମ୍ଭ ହେବ ଚିଲିକା ପକ୍ଷୀ ଗଣନା। ୫ଟି ରେଞ୍ଜ୍‌ରେ ସକାଳ ୬ରୁ ୧୨ ଯାଏଁ ପକ୍ଷୀ ଗଣନା ହେବ। ରମ୍ଭା, ବାଲୁଗାଁ, ଟାଙ୍ଗୀ, ସାତପଡା, ଚିଲିକାରେ ଗଣନା ହେବ। ଗଣନା…

ଦିଲ୍ଲୀ ବିଧାନସଭା ନିର୍ବାଚନ: ଆଜି…

ଓଏଲ୍‌ ବ୍ୟୁରୋ: ୨୦୨୫ର ପ୍ରଥମ ବିଧାନସଭା ନିର୍ବାଚନ ଦିଲ୍ଲୀରେ ହେବାକୁ ଯାଉଛି। ଏଥିପାଇଁ ବିଧିବଦ୍ଧ ଭାବେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ। ଅର୍ଥାତ ଯେଉଁମାନେ ଏ ପର୍ଯ୍ୟନ୍ତ ନାମାଙ୍କନ ଭରି ନାହାନ୍ତି,…

ଜୀବନ ନେଲା ପ୍ରତିଯୋଗିତା: ୬ ମୃତ,…

ଓଏଲ୍‌ ବ୍ୟୁରୋ: ଜଲ୍ଲିକାଟୁ ପ୍ରତିଯୋଗିତାରେ ଅଘଟଣ। ବିଭିନ୍ନ କାରଣରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦୦ରୁ ଉର୍ଦ୍ଧ୍ଵ ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି। ଏଥିରେ ୬ ଜଣ ଦର୍ଶକଙ୍କ ସହିତ ଜଣେ ପ୍ରତିଯୋଗୀଙ୍କ ମୃତ୍ୟୁ ହୋଇଛି। ତାମିଲନାଡୁରୁ ସାମ୍ନାକୁ ଆସିଛି ଏହି ଦୁଃଖଦ ଖବର। ତାମିଲନାଡ଼ୁର ଅନେକ…

ମାଟିରେ ମିଶିବ ବୈକୁଣ୍ଠଧାମ, ବିଡିଏର…

ଓଏଲ୍‌ ବ୍ୟୁରୋ: ଆଜି ମାଟିର ମିଶିବ ବେଆଇନ ଆଶ୍ରମ। ଅନେକ ଦିନର ଯାଞ୍ଚ ମାଲିମକଦମା ପରେ ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଭାଙ୍ଗିବାକୁ ଘୋଷଣା ହୋଇଛି। ଆଜି ଦିନ ୧୨ଟା ସୁଦ୍ଧା ଆଶ୍ରମରୁ ଜିନିଷପତ୍ର ଖାଲି କରିବାକୁ ବିଡିଏ ନିର୍ଦ୍ଦେଶ ଦେଇଥିବାବେଳେ ଆଶ୍ରମରେ ଥିବା ଆସବାବପତ୍ରକୁ ଅନ୍ୟତ୍ର ସ୍ଥାନାନ୍ତର…