Odisha Link
Bridging the Missing Links in Odisha
Daily Archives

January 22, 2025

ନନ୍ଦନକାନନରେ କମିଲା ହାତୀ ସଂଖ୍ୟା

ଓଏଲ୍‌ ବ୍ୟୁରୋ: ବର୍ଷ ଆରମ୍ଭରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଆସିଲା ଦୁଃଖଦ ଖବର। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଛୁଆ ହାତୀର ମୃତ୍ୟୁ ହୋଇଥିବା ଜଣା ପଡିଛି। କରଞ୍ଜିଆରୁ ଉଦ୍ଧାର ଛୁଆ ହାତୀର ନନ୍ଦନକାନନରେ ମୃତ୍ୟୁ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତ ଛୁଆ ହାତୀର ବୟସ ୫ରୁ ୬ ବର୍ଷ…

ସୁଭଦ୍ରା ଯୋଜନାରେ ୧୫୭ ପୁରୁଷଙ୍କ ଆବେଦନ:…

ଓଏଲ୍‌ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ସାମ୍ନାକୁ ଆସିଛି ବଡ ଖବର। ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି ପୁରୁଷ। ରାଜ୍ୟର ୧୫୭ ପୁରୁଷ ସୁଭଦ୍ରାରେ ଆବେଦନ କରିଛନ୍ତି। ଆବେଦନ କରିଥିବା ୧୫୭ ପୁରୁଷଙ୍କୁ ବାଦ୍ ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆଧାର କାର୍ଡର ବ୍ୟାଙ୍କ ଲିଙ୍କ୍ ଡାଟା ଆସିବା ପରେ…