Odisha Link
Bridging the Missing Links in Odisha
Daily Archives

January 25, 2025

ଓଡ଼ିଶାର ୪ଜଣଙ୍କୁ ପଦ୍ମ ପୁରସ୍କାର

ଓଏଲ୍‌ ବ୍ୟୁରୋ: ୨୦୨୫ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି ଭାରତ ସରକାର। ଚଳିତ ଥର ମୋଟ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ନାମ ଘୋଷଣା କରିଛନ୍ତି ଭାରତ ସରକାର। ସେ ମଧ୍ୟରୁ ଓଡ଼ିଶାର ୪ ଜଣଙ୍କୁ ମିଳିଛି ପଦ୍ମଶ୍ରୀ ପୁରସ୍କାର। ମେଡିିସିନ୍‌ କ୍ଷେତ୍ରରେ ଓଡ଼ିଶାର ଅଶୋକ ମହାପାତ୍ରଙ୍କୁ…

ପଦ୍ମ ପୁରସ୍କାର-୨୦୨୫ ଘୋଷଣା କଲେ ଭାରତ…

ଓଏଲ୍‌ ବ୍ୟୁରୋ: ୭୬ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ମର୍ଯ୍ୟାଦାଜନକ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି ଭାରତ ସରକାର। ଏହି ତାଲିକାରେ ବିଭିନ୍ନ ବର୍ଗର ବ୍ୟକ୍ତି ସମ୍ମାନିତ ହେବେ। କୁଏତର ଯୋଗ ପ୍ରଶିକ୍ଷକ ସାଇଖା ଏଜେ ଅଲ ସବା, ଆପଲ ସମ୍ରାଟ ହାରିମାନ ଏବଂ ବ୍ରାଜିଲର ବେଦାନ୍ତ ଗୁରୁ ଜୋନାସ ମାସେଟିଙ୍କ…

ଫେବୃଆରୀ ୨୧ରୁ ମାଟ୍ରିକ୍‌ ପରୀକ୍ଷା,…

ଓଏଲ୍‌ ବ୍ୟୁରୋ: ଫେବୃଆରୀ ୨୧ ତାରିଖରୁ ଆରମ୍ଭ ମାଟ୍ରିକ ପରୀକ୍ଷା। ଏହାପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛି ମାଧ୍ୟମିକ ଶିକ୍ଷା ପରିଷଦ।ବିଗତ କିଛି ବର୍ଷ ହେଲା ମାଟ୍ରିକ୍‌ ପରୀକ୍ଷାରେ ବିଭ୍ରାଟ ହେଉଥିବା ନେଇ ଖବର ଆସୁଛି। ଏହା ଦ୍ବାରା ଭଲ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନିରାଶ ହେବାକୁ ପଡୁଛି। ଦଶମ…

ଦିଲ୍ଲୀ ନିର୍ବାଚନ: ବିକଶିତ ଦିଲ୍ଲୀ ପାଇଁ…

ଓଏଲ୍‌ ବ୍ୟୁରୋ: ୨୦୨୫ର ପ୍ରଥମ ବିଧାନସଭା ନିର୍ବାଚନ ଦିଲ୍ଲୀରେ ହେବାକୁ ଯାଉଛି। ଏଥିପାଇଁ ବିଧିବଦ୍ଧ ଭାବେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଦିଲ୍ଲୀ ନିର୍ବାଚନ ଯେତିକି ପାଖଉଛି ରାଜେନୖତିକ ମାହୋଲ ସେତିକି ଉଷ୍ମ ହେବାରେ ଲାଗିଛି। ବିଜୟ ପାଇଁ ରାଜନୈତିକ ଦଳମାନେ ନିଜର…

ଗୁଣବତ୍ତା ପରୀକ୍ଷାରେ ୧୩୫ଟି ଔଷଧର ନମୂନା…

ଓଏଲ୍‌ ବ୍ୟୁରୋ:  ଧାର୍ଯ୍ୟ ଗୁଣବତ୍ତାକୁ ପୂରଣ କରିପାରୁନି ମେଡିସନ୍। ସାରା ଦେଶରେ ବହୁଳ ମାତ୍ରାରେ ବିକ୍ରି ହେଉଥିବା ୧୩୫ଟି ଔଷଧ ବ୍ୟାନ୍‌। କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ତରଫରୁ ସାରା ଦେଶରେ ମେଡିସିନର ମୋଟ ୧୩୫ଟି ନମୂନାକୁ ବ୍ୟାନ କରାଯାଇଛି। ଯେଉଁସବୁ ମେଡିସିନଗୁଡ଼ିକର ନମୂନା…

ଉତ୍କର୍ଷ ଓଡ଼ିଶା କନକ୍ଲେଭ: ପଞ୍ଜିକରଣ…

ଓଏଲ୍‌ ବ୍ୟୁରୋ: ଜାନୁଆରୀ ୨୮ ଓ ୨୯ ତାରିଖ ୨ ଦିନ ଧରି ଉତ୍କର୍ଷ ଓଡିଶା: ମେକ ଇନ ଓଡିଶା କନକ୍ଲେଭ-୨୦୨୫ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ସାମ୍ବାଦିକ ସମ୍ମିଳନୀରେ ବଡ଼ ସୂଚନା ଦେଇଛନ୍ତି। ଶିଳ୍ପ ମନ୍ତ୍ରୀ କହିଛନ୍ତି, ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭକୁ ଉଦଘାଟନ କରିବେ…

ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ ଦେଖିପାରିବେ…

ଓଏଲ୍‌ ବ୍ୟୁରୋ: ଜାନୁଆରୀ ୨୮ ଓ ୨୯ ତାରିଖ ୨ ଦିନ ଧରି ଉତ୍କର୍ଷ ଓଡିଶା: ମେକ ଇନ ଓଡିଶା କନକ୍ଲେଭ-୨୦୨୫ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କ ସାମ୍ବାଦିକ ସମ୍ମିଳନୀରେ ବଡ଼ ସୂଚନା ଦେଇଛନ୍ତି। ଶିଳ୍ପ ମନ୍ତ୍ରୀ କହିଛନ୍ତି, ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭକୁ ଉଦଘାଟନ କରିବେ…

ଓଇଆର୍‌ସି ଅଧ୍ୟକ୍ଷ ପଦ ପୂରଣ ପାଇଁ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାର ଖାଲି ପଡ଼ିଥିବା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ଅଧ୍ୟକ୍ଷ ପଦବୀ ପୂରଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଫେବୃୟାରୀ ୨୪ ତାରିଖ ସୁଦ୍ଧା ନିର୍ଦ୍ଧାରିତ ଫର୍ମାଟରେ ଆବେଦନ…

ଭାରତରେ ଇଣ୍ଡୋନେସିଆ ରାଷ୍ଟ୍ରପତି,…

ଓଏଲ୍‌ ବ୍ୟୁରୋ: ଭାରତ ଗସ୍ତରେ ଇଣ୍ଡୋନେସିଆ ରାଷ୍ଟ୍ରପତି। ଦୁଇ ଦିନିଆ ଭାରତ ଗସ୍ତରେ ଆସି ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବୈଠକ କରିବେ। ଆସନ୍ତାକାଲି ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ସାଧାରଣତନ୍ତ୍ର ଦିବସ ପରେଡ୍‌ ଆୟୋଜିତ ହେବାକୁ…

ପର୍ଯ୍ୟଟକଙ୍କ ପାଇଁ ବଡ଼ ଖବର: ଫେବୃଆରୀ…

ଓଏଲ୍‌ ବ୍ୟୁରୋ: ଶିମିଳିପାଳ ପରିଦର୍ଶନରେ ଯିବାକୁ ଚାହୁଁଥିବା ପର୍ଯ୍ୟଟକଙ୍କ ପାଇଁ ବଡ ଖବର। ଏଣିକି ଇ-ଟିକେଟ ବିନା ଶିମିଳିପାଳ ପ୍ରବେଶ ମନା। ଏହି ନିୟମ ଫେବୃଆରୀ ପହିଲାରୁ ବିଧିବଦ୍ଧ ଭାବେ ଲାଗୁ ହେବ। ଶିମିଳିପାଳ ଅଭୟାରଣ୍ୟ ବୁଲିବାକୁ ହେଲେ ପ୍ରଥମେ ଅନଲାଇନରେ ଟିକେଟ କରିବାକୁ ପଡିବ ବୋଲି ଆରସିସିଏଫ…