Odisha Link
Bridging the Missing Links in Odisha

ଆଇଏଏସ୍ ରୁପା ମିଶ୍ରଙ୍କ କେନ୍ଦ୍ରୀୟ ଡେପୁଟେସନ ଅବଧି ବୃଦ୍ଧି

ଓଏଲ୍‌ ବ୍ୟୁରୋ: ଆଇଏଏସ୍ ରୁପା ମିଶ୍ରଙ୍କ କେନ୍ଦ୍ରୀୟ ଡେପୁଟେସନ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। କେନ୍ଦ୍ରୀୟ ଡେପୁଟେସନରେ ଗସ୍ତ କରିଥିବା ୨୦୦୪ ବ୍ୟାଚ୍ ଆଇଏଏସ୍ ଅଫିସର ରୁପା ମିଶ୍ର କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ବିଭାଗରେ ନିର୍ଦ୍ଦେଶିକା ଭାବେ ଦାୟିତ୍ବରେ ଅଛନ୍ତି। ପୂର୍ବରୁ ସେ ଓଡ଼ିଶା ସରକାରଙ୍କ ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକା ଥିଲେ। ରାଜ୍ୟ ସରକାରଙ୍କ ଅନେକ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ରହି ସେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି।

Leave A Reply

Your email address will not be published.