ଭୁବନେଶ୍ୱରରେ ଆନୁଷ୍ଠାନିକ ଭାବରେ…
ଓଏଲ୍ ବ୍ୟୁରୋ: ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱରରେ ଏସିଆନ କ୍ୟାନ୍ସର ହସ୍ପିଟାଲ ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ଷମ ହୋଇଛି। ମେଡ଼ିକାଲ ନିର୍ଦ୍ଦେଶକ ଡାକ୍ତର ସଞ୍ଜୟ ବର୍ମା ଏହାର ଶୁଭାରମ୍ଭ କରିଛନ୍ତି। ଓଡ଼ିଶାବାସୀଙ୍କ ସ୍ବାସ୍ଥ୍ୟଗତ ସୁବିଧା ପାଇଁ ଯଥାଶୀଘ୍ର ଏଠାରେ ଓପିଡି, ଅସ୍ତ୍ରୋପଚାର…