Odisha Link
Bridging the Missing Links in Odisha
Daily Archives

January 30, 2025

ୱାକଫ୍ ବିଲ୍: ଲୋକସଭା ବାଚସ୍ପତିଙ୍କୁ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ କେନ୍ଦ୍ରୀୟ ବଜେଟ ଅଧିବେଶନ। ଏହା ପୂର୍ବରୁ ଆଜି ୱାକଫ୍ ବିଲ୍ ନେଇ ଲୋକସଭା ବାଚସ୍ପତିଙ୍କୁ ରିପୋର୍ଟ ଦେଲା ଜେପିସି। ୱାକଫ୍ ସଂଶୋଧନ ବିଲ୍ ଉପରେ ଗଠିତ ଯୁଗ୍ମ ସଂସଦୀୟ କମିଟି ଲୋକସଭା ବାଚସ୍ପତିଙ୍କୁ ଭେଟି ଆଲୋଚନା କରିବା ସହ ରିପୋର୍ଟ ଦାଖଲ କରିଛି। ଗତ ସପ୍ତାହରେ ୱାକଫ୍…

ବିଧାନସଭା ପରିସରରେ ରାଜ୍ୟସ୍ତରୀୟ ସହିଦ…

ଓଏଲ୍‌ ବ୍ୟୁରୋ: ଆଜି ସହିଦ ଦିବସ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପୁଣ୍ୟ ତିଥିକୁ ସାରା ଦେଶ ସହିଦ ଦିବସ ଭାବେ ପାଳନ କରିଥାଏ। ୧୯୪୮ ମସିହା ଆଜିର ଦିନରେ ବିର୍ଲା ହାଉସ୍‌ରେ ସଂଧ୍ୟା ପ୍ରାର୍ଥନା ସମୟରେ ଗୁଳି ଖାଇ ଟଳି ପଡ଼ିଥିଲେ ଗାନ୍ଧିଜୀ। ଏଘଟଣା ସେତେବେଳେ ସ୍ତବ୍ଧ କରି ଦେଇଥିଲା ସାରା ବିଶ୍ବକୁ ।…

ରାଜ୍ୟରେ ସ୍ୱୟଂକ୍ରିୟ ଯାନ ପରୀକ୍ଷଣ…

ଓଏଲ୍‌ ବ୍ୟୁରୋ: ମୋଟର ଯାନ ଫିଟନେସ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବାକୁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ପ୍ରଥମ ସ୍ୱୟଂକ୍ରିୟ ଯାନ ପରୀକ୍ଷଣ ବ୍ୟବସ୍ଥା ବା ଏଟିଏସ ପଞ୍ଜୀକୃତ ହୋଇଛି। କଟକ ଆରଟିଓ ଅଧୀନରେ ଏହାର ସ୍ଥାପନା ହୋଇଛି। ବୈଷୟିକ ଜ୍ଞାନକୌଶଳ ଜରିଆରେ ସ୍ୱୟଂକ୍ରିୟ…

‘ବିକଶିତ ଗାଁ ବିକଶିତ…

ଓଏଲ୍‌ ବ୍ୟୁରୋ: ସୁଦୃଢ଼ ହେବ ଗ୍ରାମ୍ୟ ସଡକ ବ୍ୟବସ୍ଥା। ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ପାଇଁ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜାରି ହେଲା ମାର୍ଗଦର୍ଶିକା। ଏହି ଯୋଜନାରେ ଗ୍ରାମୀଣ ଭିତ୍ତିଭୂମି ବିକାଶମୂଳକ ପ୍ରକଳ୍ପ କରାଯିବ। ବ୍ଲକସ୍ତରରେ ବାର୍ଷିକ…

ମନେ ପଡ଼ନ୍ତି ମହାତ୍ମା ଗାନ୍ଧୀ, ଶ୍ରାଦ୍ଧ…

ଓଏଲ୍‌ ବ୍ୟୁରୋ: ସାରା ଦେଶ ପାଇଁ ଯେଉଁ ପୁରୁଷ ଦିନେ ସ୍ୱାଧୀନତା ଫେରାଇ ଆଣିଥିଲେ ସେହି ମହାନ ଆତ୍ମାଙ୍କର ଆଜି ହେଉଛି ପୂଣ୍ୟ ଶ୍ରାଦ୍ଧ ବାର୍ଷିକୀ। ୧୯୪୮ ମସିହା ଆଜିର ଦିନରେ ଆତତାୟୀର ଗୁଳିମାଡ଼ରେ ମୃତ୍ୟୁ ବରଣ କରିଥିଲେ ମହାତ୍ମା ଗାନ୍ଧୀ। ଯେଉଁ ମଣିଷ ଦିନେ ସାରା ବିଶ୍ୱକୁ ଅହିଂସା ଓ ସତ୍ୟର ପାଠ…

ଦିଲ୍ଲୀ ନିର୍ବାଚନରେ…

ଓଏଲ୍‌ ବ୍ୟୁରୋ: ଫେବ୍ରୁଆରୀ ୫ ତାରିଖରେ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ। ଶେଷ ପର୍ଯ୍ୟାୟରେ ନିର୍ବାଚନୀ ପ୍ରଚାର ପହଁଞ୍ଚିଥିବା ବେଳେ ଯମୁନା ନଦୀର ପ୍ରଦୂଷଣ ମାମଲା ଏବେ ବଡ଼ ରାଜନୈତିକ ମୁଦ୍ଦା ହୋଇଛି। ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଭାରତୀୟ ଜନତା ପାର୍ଟି ଓ ଆମ ଆଦମୀ ପାର୍ଟି। ଏସବୁ ମଧ୍ୟରେ…

ନିଯୁକ୍ତି ପାଇଁ ପ୍ରସ୍ତୁତି: ୨ ବର୍ଷରେ…

ଓଏଲ୍‌ ବ୍ୟୁରୋ: ରାଜ୍ୟରୁ ଦୂର ହେବ ବେକାରୀ ସମସ୍ୟା। ରାଜ୍ୟରେ ଖାଲି ପଡ଼ିଥିବା ସରକାରୀ ପଦବୀ ପୂରଣ ପାଇଁ ପ୍ରସ୍ତୁତ ହେଲା ଖସଡ଼ା। ଆସନ୍ତା ୫ ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀସ୍ତରରେ ଦେଢ ଲକ୍ଷ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି। ୨ ବର୍ଷରେ ୬୫ ହଜାର ସରକାରୀ ପଦବୀରେ ନିଯୁକ୍ତି ପାଇଁ…

ମନ୍ତ୍ରୀଙ୍କ ଚେତାବନୀ ପରେ ରାସନକାର୍ଡ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ରାସନକାର୍ଡ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଂଚିଥିବାବେଳେ ୩୯ ଲକ୍ଷରୁ ଅଧିକ ଲୋକ ଇ-କେୱାଇସି ଅପଡେଟ କରିନାହାନ୍ତି। ଏବେ ସୁଦ୍ଧା ୮୮ ପ୍ରତିଶତ ଲୋକ ଇ-କେୱାଇସି କରିସାରିଲେଣି। ଏସବୁ ଭିତରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ମନ୍ତ୍ରୀଙ୍କ ଚେତାବନୀ ପରେ…

ବିଇଏମସି ବୈଠକରେ ଗଣ୍ଡୋଗଳ: କଡ଼ା…

ଓଏଲ୍‌ ବ୍ୟୁରୋ: ବ୍ରହ୍ମପୁର ମହାନଗର ନିଗମର ସାଧାରଣ ବୈଠକରେ ହଟ୍ଟଗୋଳ। ବିଇଏମସି ବୈଠକରେ ଦୁଇ ଗୋଷ୍ଠୀ ହୋଇଛନ୍ତି ମୁହାଁମୁହିଁ। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାରେ ବ୍ରହ୍ମପୁର ମେୟରଙ୍କୁ ଚିଠି ଲେଖିଲେ କମିଶନର। କର୍ପୋରେଟରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି।…

ଇ-କେୱାଇସି କରିନାହାନ୍ତି ଲକ୍ଷାଧିକ…

ଓଏଲ୍‌ ବ୍ୟୁରୋ: ରାସନ୍‌କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର। ଆସନ୍ତାକାଲି ସରିବ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା। ୩୯ ଲକ୍ଷରୁ ଅଧିକ ଲୋକ ଇ-କେୱାଇସି ଅପଡେଟ କରିନାହାନ୍ତି। ଏବେ ସୁଦ୍ଧା ୮୮ ପ୍ରତିଶତ ଲୋକ ଇ-କେୱାଇସି କରିସାରିଲେଣି। ଆହୁରି ୪୦ ଲକ୍ଷ ଇ-କେୱାଇସି କରିନାହାଁନ୍ତି। ତେବେ ଡେଡଲାଇନ…