ବଜେଟ୍ ୨୦୨୫: କ’ଣ ହେବ ଶସ୍ତା, ଜାଣନ୍ତୁ…
ଓଏଲ୍ ବ୍ୟୁରୋ: ଉପସ୍ଥାପିତ ହେଲା ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍। ବିଭିନ୍ନ କ୍ଷେତ୍ର ପାଇଁ ବଡ଼ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ ସବୁବେଳେ ବଜେଟ ଆସିଲେ ଲୋକଙ୍କର ନଜର ଥାଏ ଏଥର କଣ ଶସ୍ତା ହେଲା, କଣ ମହଙ୍ଗା ହେଲା। ତାଉପରେ ପକାନ୍ତୁ ନଜର।
ଶସ୍ତା:
ବୁଣାକାରଙ୍କ ପ୍ରସ୍ତୁତ କପଡ଼ା ଶସ୍ତା ହେବ
ବୈଦ୍ୟୁତିକ ଉପକରଣ ଶସ୍ତା ହେବ
ଟିଭି, ମୋବାଇ ଶସ୍ତା ହେବ
ଇ-କାର ଶସ୍ତା ହେବ
କପଡା, ବେଲ୍ଟ, ଜୋତା, ପର୍ସ ଶସ୍ତା
ଶସ୍ତା ହେବ ୩୬ଟି ଔଷଧ