Odisha Link
Bridging the Missing Links in Odisha
Daily Archives

February 1, 2025

ଗରିବ, ଯୁବବର୍ଗ, ଚାଷୀ ଏବଂ ମହିଳାଙ୍କ…

ଓଏଲ୍‌ ବ୍ୟୁରୋ: ପ୍ରତୀକ୍ଷାର ଅନ୍ତ ଘଟିଲା। ସଂସଦରେ ଉପସ୍ଥାପିତ ହେଲା ବଜେଟ୍‌ ୨୦୨୫। ଲଗାତାର ୮ମ ଥର ପାଇଁ ବଜେଟ୍‌ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟ୍‌ ଉପସ୍ଥାପିତ କରି ନିର୍ମଳା କହିଛନ୍ତି, ଭାରତୀୟ ଅର୍ଥନୀତିର ସମୃଦ୍ଧି ସାରା ବିଶ୍ବକୁ ଚକିତ କରିଛି। ଦେଶର ପ୍ରଗତି ଆମର…

ବଜେଟ୍‌ ୨୦୨୫ ଉପସ୍ଥାପନା କରୁଛନ୍ତି…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହେଲା ମୋଦି ସରକାରଙ୍କ ୩.୦ ପାଳିର ପ୍ରଥମ ବଜେଟ୍‌ ଉପସ୍ଥାପନା। ୮ମ ଥର ପାଇଁ ବଜେଟ ଉପସ୍ଥାପନା କରୁଛି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସଂସଦରେ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନା ଆରମ୍ଭ କରିିଥିବା ବେଳେ ବିରୋଧି ଗୃହରେ ନାରାବାଜି କରୁଥିବାର ଦେଖିବାକୁ ମିଳିଛି।

ଗାଡ଼ି ବୀମା ନଥିଲେ ଚାଳକ ଗଣିବେ ତଣ୍ଡ,…

ଓଏଲ୍‌ ବ୍ୟୁରୋ: ଆଜିଠୁ ପରିବହନ ବିଭାଗ ଲାଗୁ କରିଲା କଡ଼ା ନିୟମ। ଆଜିଠୁ ଇ-ଡିଟେକ୍ସନ ପ୍ରକ୍ରିୟାରେ ଯୋଡ଼ି ହେବ ବୀମା। ଗାଡିରେ ବୀମା ନଥିଲେ ଟୋଲ ଗେଟରେ ଧରାପଡିବେ ଗାଡ଼ି ଚାଳକ। ବୀମା ନଥିଲେ ସମ୍ପୃକ୍ତ ଗାଡି ବିରୋଧରେ ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ। ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ…

ଆଜି ଶ୍ରୀଜିଉଙ୍କ ଦୁର୍ଲଭ ପଦ୍ମବେଶ

ଓଏଲ୍‌ ବ୍ୟୁରୋ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁୁର୍ଲଭ ପଦ୍ମବେଶ ଅନୁୁଷ୍ଠିତ ହେବ। ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ଅର୍ଥାତ ଆପାଦ ମସ୍ତକ ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧା ବିଗ୍ରହ। ମାଘମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ବା ଶନିବାର ପଡିଥାଏ…

ବଜେଟ୍‌ ପୂର୍ବରୁ କମିଲା ଗ୍ୟାସ୍‌ ଦର

ଓଏଲ୍‌ ବ୍ୟୁରୋ: ଆଉ କିଛି ସମୟ ଅପେକ୍ଷା। ସଂସଦରେ ୮ମ ଥର ପାଇଁ ବଜେଟ୍‌ ଉପସ୍ଥାପନା କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହା ହେଉଛି ମୋଦି ସରକାରଙ୍କ ୩.୦ର ପ୍ରଥମ ବଜେଟ୍। ଏହା ପୂର୍ବରୁ ଦେଶବାସୀଙ୍କୁ ମିଳିଛି ଖୁସି ଖବର। କାରଣ ବଜେଟ୍‌ ପୂର୍ବରୁ କିମିଛି ଗ୍ୟାସ୍‌ ଦର। କମର୍ସିଆଲ୍‌…

ବଜେଟ୍‌ ୨୦୨୫କୁ ମିଳିଲା କ୍ୟାବିନେଟ୍‌…

ଓଏଲ୍‌ ବ୍ୟୁରୋ: ମୋଦି ସରକାରଙ୍କ ୩.୦ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଆଜି ଆସିବ। ଦିନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୮ମ ଥର ପାଇଁ ଆଜି ବଜେଟ୍‌ ଉପସ୍ଥାପନ କରିବେ। ଏହାପୂର୍ବରୁ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ବଜେଟ୍‌ ୨୦୨୫କୁ ମଞ୍ଜୁରୀ ମିଳିଛି। ସକାଳ ସାଢ଼େ ୮ଟା ବେଳେ ଅର୍ଥମନ୍ତ୍ରୀ…

ମୋଦି ସରକାର ୩.୦: ପ୍ରଥମ ବଜେଟ୍‌

ଓଏଲ୍‌ ବ୍ୟୁରୋ: ମୋଦି ସରକାରଙ୍କ ୩.୦ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍‌ ଆଜି ଆସିବ। ଦିନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୮ମ ଥର ପାଇଁ ଆଜି ବଜେଟ୍‌ ଉପସ୍ଥାପନ କରିବେ। ସକାଳ ସାଢ଼େ ୮ଟା ବେଳେ ଅର୍ଥମନ୍ତ୍ରୀ ନିଜ ବାସଭବନରୁ ନର୍ଥ ବ୍ଲକ ଅଭିମୁଖେ ବାହାରିଥିଲେ। ଅର୍ଥମନ୍ତ୍ରୀ ନିର୍ମଳା…