ଉତ୍ତରାଖଣ୍ଡ ପରେ ଗୁଜରାଟରେ ଲାଗୁ ହେବ…
ଓଏଲ୍ ବ୍ୟୁରୋ: ୟୁନିଫର୍ମ ସିଭିଲ କୋଡ ବା ଏକକ ନାଗରିକ ସଂହିତା ଦେଶରେ ବିଭିନ୍ନ ଧର୍ମମତ ନିର୍ବିଶେଷରେ ଏକ ପ୍ରକାରର ଆଇନ କାନୁନ ଲାଗୁ କରିବା ପାଇଁ ଉଦ୍ଦିଷ୍ଟ। ବିବାହ, ଛାଡପତ୍ର, ଉତ୍ତରାଧିକାରୀ ଚୟନ ତଥା ପୋଷ୍ୟ ସନ୍ତାନ ଗ୍ରହଣ ଇତ୍ୟାଦି କ୍ଷେତ୍ରରେ ଏକକ ଆଇନ କାର୍ଯ୍ୟକାରୀ କରିବା ପାଇଁ ଏଥିରେ ବିଧି…