Odisha Link
Bridging the Missing Links in Odisha
Daily Archives

February 4, 2025

ଆଜି ଆଦିକବିଙ୍କର ପବିତ୍ର ଶ୍ରାଦ୍ଧୋତ୍ସବ,…

ପଞ୍ଚଦଶ ଶତାବ୍ଦୀରେ କପିଳେନ୍ଦ୍ର ଦେବଙ୍କ ରାଜତ୍ୱ ସମୟ ତଥା ୧୪୨୧ ମସିହା ମାର୍ଗଶୀର ମାସ ବିଛା କୃଷ୍ଣ ପ୍ରତିପଦା ତିଥିରେ ପିତା ଯଶୋବନ୍ତ ମାତା ତୁଳସୀ ଦେବୀଙ୍କ କୋଳ ମଣ୍ଡନ କରିଥିଲେ ସିଦ୍ଧେଶ୍ଵର ପରିଡ଼ା। ଯାହା ଅଧୁନା ଓଡ଼ିଶାର ଜଗତସିଂହପୁର ଜିଲା ତିର୍ତ୍ତୋଲ ଅନ୍ତର୍ଗତ। ପରବର୍ତ୍ତୀ ସମୟରେ ମା’ ଶାରଳା…

‘ମୋ ବସ୍’ ଧକ୍କାରେ…

ଓଏଲ୍‌ ବ୍ୟୁରୋ: ପୁଣି ଦୁର୍ଘଟଣା ଘଟାଇଲା ମୋ ବସ୍। ରଘୁନାଥପୁର ପାଖରେ ୫୪ ନମ୍ବର ମୋ ବସ ଧକ୍କାରେ ଜଣେ ନାବାଳିକାର ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ନାବାଳିକା ୧୩ ବର୍ଷର ମୁନି ଜୁଆଡି। ସକାଳ ୮ଟା ପାଖାପାଖି ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା…

ସୁଶାନ୍ତ ସିଂ ଅସୁସ୍ଥ, ସ୍ୱାସ୍ଥ୍ୟାବସ୍ଥା…

ଓଏଲ୍‌ ବ୍ୟୁରୋ: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଅସୁସ୍ଥ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚାଲିଛି ତାଙ୍କର ଚିକିତ୍ସା। ଶ୍ବାସକ୍ରିୟାଜନିତ ସମସ୍ଯାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ବରଗଡ଼ରୁ ଭୁବନେଶ୍ବର ଅଣାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା…

ଦେଶରେ ଭୟ ବଢ଼ାଇଲା ନୂଆ ଭାଇରସ୍‌, ବଡ଼…

ଓଏଲ୍‌ ବ୍ୟୁରୋ: କୋଭିଡ ମହାମାରୀ ପରେ ଚୀନରେ ଆତଙ୍କ ଖେଳାଉଥିବା ହ୍ୟୁମନ ମେଟାନ୍ୟୁମୋ ଭାଇରସ୍‌ (HMPV)କୁ ନେଇ ସାରା ବିଶ୍ବରେ ଛନକା ପସିଥିବାବେଳେ ଆଉ ଏକ ନୂଆ ଭାଇରସକୁ ନେଇ ଦେଶରେ ବଢିଲା ଚିନ୍ତା। ବିଭିନ୍ନ ରାଜ୍ୟରେ ବ୍ୟାପୁଥିବା ମାରାତ୍ମକ ଗୁଲେନବାରି ସିଣ୍ଡ୍ରମ ନେଇ ଦେଶବାସୀଙ୍କ ଭୟ ବଢିଛି। ତେବେ…

ନାକ୍ ରେଟିଂରେ କେଳେଙ୍କାରୀ, ପ୍ରଫେସରଙ୍କ…

ଓଏଲ୍‌ ବ୍ୟୁରୋ: ବିଶ୍ବବିଦ୍ୟାଳୟକୁ ନାକ୍ ମାନ୍ୟତା ପାଇଁ ଲାଞ୍ଚ ନେବା ମାମଲାରେ ଘାଣ୍ଟିଛି ସିବିଆଇ। ଓଡ଼ିଶା ସମେତ ଦେଶର ୧୦ଟି ସ୍ଥାନରେ ସିବିଆଇ ରେଡ୍ କରିଛି। ସମ୍ବଲପୁର ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସରଙ୍କ ସହ ୧୦ ଜଣଙ୍କୁ ବାନ୍ଧିଛି। ନାକ୍ ରେଟିଂ ଦେବା ପାଇଁ ବଡ଼ଧରଣର ଲାଞ୍ଚ କାରବାର ହୋଇଥିବା…

ଓଡ଼ିଶା ଆସୁଛନ୍ତି ଷୋଡ଼ଶ ଅର୍ଥ କମିଶନ,…

ଓଏଲ୍‌ ବ୍ୟୁରୋ: ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଷୋଡଶ ଅର୍ଥ କମିଶନ। ଏହି ଅବସରରେ ଓଡ଼ିଶା କଣ ଦାବି ଉପସ୍ଥାପନ କରିବ ସେନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ବଢିଛି। ଚେୟାରମ୍ୟାନ ଅରବିନ୍ଦ ପାନାଗାରିୟାଙ୍କ ନେତୃତ୍ବରେ ଆସୁଛି ଟିମ। ଫେବୃଆରୀ ୬ ତାରିଖ ସକାଳ ୯ଟା ୩୦ରୁ ଅପରାହ୍ନ ଗୋଟାଏ ଯାଏଁ…

ଭାରତୀୟ ରେଳ ପକ୍ଷରୁ ଏକ ସୁପର ଆପ୍‌ର…

ଓଏଲ୍‌ ବ୍ୟୁରୋ: ରେଳ ଯାତ୍ରୀଙ୍କ ପାଇଁ ଖୁସିଖବର। ଭାରତୀୟ ରେଳ ପକ୍ଷରୁ ଏକ ସୁପର ଆପ୍‌ର ଶୁଭାରମ୍ଭ। ରେଳଯାତ୍ରୀ ମାନଙ୍କର ଜରୁରୀ ଆବଶ୍ୟକତାକୁ ପୂରଣ କରିବ ସୁପର ଆପ୍‌। ଭାରତୀୟ ରେଳ ପକ୍ଷରୁ ଆରମ୍ଭ ହୋଇଛି ଏକ ସୁପର ଆପ୍‌ `SwaRail'।ରେଳଯାତ୍ରୀ ମାନଙ୍କର ଜରୁରୀ ଆବଶ୍ୟକତାକୁ ପୂରଣ କରିବ ସୁପର ଆପ୍‌।…

ଆଜି ବିଶ୍ୱ କର୍କଟ ଦିବସ: ଜାଣନ୍ତୁ…

ଓଏଲ୍‌ ବ୍ୟୁରୋ: କର୍କଟ ରୋଗ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା, ନିରାକରଣ ଏହା ସାଙ୍ଗକୁ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୪ ତାରିଖରେ ଏହି ଦିନଟିକୁ ପାଳନ କରାଯାଏ। ସଚେତନତା ସୃଷ୍ଟି କରିବା ଏବଂ ଏହାର ପ୍ରତିରୋଧ, ଚିହ୍ନଟ ଏବଂ ଚିକିତ୍ସା ପାଇଁ ଉତ୍ସାହିତ କରିବା…

ଦୁର୍ଘଟଣା ଘଟାଇଲା ‘ମୋ…

ଓଏଲ୍‌ ବ୍ୟୁରୋ: ପୁଣି ଦୁର୍ଘଟଣା ଘଟାଇଲା ମୋ ବସ୍। ରଘୁନାଥପୁର ପାଖରେ ୫୪ ନମ୍ବର ମୋ ବସ ଧକ୍କାରେ ଜଣେ ନାବାଳିକାର ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ନାବାଳିକା ୧୩ ବର୍ଷର ମୁନି ଜୁଆଡି। ସକାଳ ୮ଟା ପାଖାପାଖି ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା…

ଆସନ୍ତାକାଲି ୫ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ମାଘ ଶୁକ୍ଳ ଅଷ୍ଟମୀ ତିଥିରେ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଏହି ଗୁପ୍ତନୀତି ସମାପନ କରାଯିବ। ଏ ନେଇ ଆପାତତଃ ଅପରାହ୍ନ ୫ଘଟିକା ଠାରୁ ରାତ୍ର ୧୦ଘଟିକା…