ଆଜି ପବିତ୍ର ମାଘ ସପ୍ତମୀ, ଚନ୍ଦ୍ରଭାଗାରେ…
ଓଏଲ୍ ବ୍ୟୁରୋ: ଆଜି ପବିତ୍ର ମାଘ ସପ୍ତମୀ। ସପ୍ତମୀରେ କୋଣାର୍କ ଚନ୍ଦ୍ରଭାଗାରେ ବୁଡ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦେଖି ଚନ୍ଦ୍ରଭାଗା ନିକଟ ପୁଷ୍କରିଣୀରେ ସମସ୍ତ ବ୍ୟବସ୍ଥା ସହ ବ୍ୟାରିକେଡ୍ ବ୍ୟବସ୍ଥା ହୋଇଛି। ମାଘ ସପ୍ତମୀରେ ଚଳଚଞ୍ଚଳ ଅର୍କକ୍ଷେତ୍ର କୋଣାର୍କ।…