Odisha Link
Bridging the Missing Links in Odisha

କଡ଼ା କଟକଣା: ରାତି ୧୦ଟା ପରେ ଦୋକାନ ଖୋଲିବା ମନା

ଓଏଲ୍‌ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଜିଲ୍ଲାରେ ଅସାମାଜିକ କାର୍ଯ୍ୟ ବଢ଼ୁଥିବାରୁ କଡ଼ା ନିଷ୍ପତ୍ତି ନିଆଯାଇଛି। ଆଉ ରାତି ୧୦ ପରେ ଖୋଲା ରହିବନି ଦୋକାନ ବଜାର। ବଜାର ଖୋଲା ରହିଲେ ଅସାମାଜିକ କାର୍ଯ୍ୟ ବଢ଼ୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ବାରମ୍ବାର ସଚେତନ କରିବା ପରେ ମଧ୍ୟ ଅବମାନନା କରିବାରୁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ କଡ଼ା ନିଷ୍ପତି ନେଇଛନ୍ତି। ତେବେ ନିୟମ ନମାନିଲେ କଡ଼ା ଦଣ୍ଡ ମିଳିବ ବୋଲି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.