ଗଜଉଦ୍ଧାରଣ ବେଶରେ ଦର୍ଶନ ଦେବେ ମହାପ୍ରଭୁ, ଦୁଇ ଦିନ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ
![](https://www.odishalink.com/wp-content/uploads/2024/06/ratna-750x384.jpg)
ଓଏଲ୍ ବ୍ୟୁରୋ: ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କର ଅନୁଷ୍ଠିତ ହେବ ଗଜଉଦ୍ଧାରଣ ବେଶ। ଏଣୁ ଶ୍ରୀମନ୍ଦିରରେ ଆସନ୍ତାକାଲି ୧୨ ତାରିଖ ଓ ତା ପରଦିନ ଗୁରୁବାର ୧୩ ତାରିଖ ଦୁଇ ଦିନ ବିଶେଷ ନୀତି ଅନୁଷ୍ଠିତ ହେବ। ନିତିକାନ୍ତିକୁ ଦୃଷ୍ଟିରୁ ରଖି ୧୨ ଓ ୧୩ ତାରିଖ ଦିନ ପାଇଁ ରତ୍ନଭଣ୍ଡାର ମରାମତି କାର୍ଯ୍ଯ ବନ୍ଦ ରଖାଯିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଅଛି।