Odisha Link
Bridging the Missing Links in Odisha

ବିଜେବି କଲେଜକୁ ‘ନାକ୍-ଏ’ ମାନ୍ୟତା

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱର ବିଜେବି କଲେଜକୁ ମିଳିଲା ନାକ୍-ଏ ମାନ୍ୟତା। ନ୍ୟାସନାଲ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରିଡିଟେସନ କାଉନସିଲ୍‌(ନାକ୍‌) ଗ୍ରେଡ୍‌ ହାସଲ କରିଛି ବିଜେବି କଲେଜ। ଉଚ୍ଚଶିକ୍ଷା କ୍ଷେତ୍ରରେ ଦେଶରେ ବିଭିନ୍ନ ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନର ମାନ ନିର୍ଦ୍ଧାରଣ କରିଥାଏ ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡିଟେସନ୍ କାଉନସିଲ ବା ନାକ୍। ଏହି କ୍ରମରେ ବିଜେବି କଲେଜକୁ ମିଳିଲା ନାକ୍-ଏ ମାନ୍ୟତା।

Leave A Reply

Your email address will not be published.