Odisha Link
Bridging the Missing Links in Odisha

ଆଇପିଏଲ୍‌ ୨୦୨୫ର ମ୍ୟାଚ ତାଲିକା: କେଉଁ ଦଳ କାହା ସହିତ କେବେ ଖେଳିବ ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: କ୍ରିକେଟ ପ୍ରେମୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିଲା। ପ୍ରକାଶ ପାଇଲା ୨୦୨୫ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ମ୍ୟାଚ ତାଲିକା। କେଉଁ ଦଳ କାହା ସହିତ କେଉଁ ପଡ଼ିଆରେ ଖେଳିବ ସେ ନେଇ ତାଲିକା ପ୍ରକାଶ ପାଇଛି। ଚଳିତ ଆଇପିଏଲ୍‌ ସଂସ୍କରଣର ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଏହି ମ୍ୟାଚ ୨୨ ତାରିଖରେ କୋଲକାତାର ଇଡେନ୍‌ ଗାର୍ଡେନ ଷ୍ଟାଡିୟମ୍‌ରେ ଖେଳାଯିବ। ସେହିପରି ଆଇପିଏଲ୍‌ର ଫାଇନାଲ ମୁକାବିଲା ମେ ୨୫ ତାରିଖରେ ଖେଳାଯିବ। ସେହି ମ୍ୟାଚ୍‌ ମଧ୍ୟ ଇଡେନ୍‌ ଗାର୍ଡେନରେ ଖେଳାଯିବ। ମେ ୨୦ରେ କ୍ବାଲିଫାୟର-୧, ୨୧ ତାରିଖରେ ଏଲିମିନେଟ୍‌ର ଓ ୨୩ ତାରିଖରେ କ୍ବାଲିଫାୟର-୨ ମୁକାବିଲା ଖେଳାଯିବ। ଚଳିତଥର ୧୩ଟି ଭେନ୍ୟୁରେ ୭୪ଟି ମ୍ୟାଚ ଖେଳାଯିବ।

କେଉଁ ଦଳ କେବେ କାହା ସହିତ ଖେଳିବ ଜାଣନ୍ତୁ:
କୋଲକାତା ନାଇଟ୍‌ ରାଇଡର୍ସ:

PHOTO: JIO HOTSTAR

ପଞ୍ଜାବ କିଙ୍ଗସ୍:

PHOTO: JIO HOTSTAR

 

ଚେନ୍ନାଇ ସୁପର କିଙ୍ଗସ୍:

PHOTO: JIO HOTSTAR

ମୁମ୍ବାଇ ଇଣ୍ଡିଆନ୍ସ:

PHOTO: JIO HOTSTAR

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ:

Leave A Reply

Your email address will not be published.