Odisha Link
Bridging the Missing Links in Odisha

ରାଜ୍ୟରେ ଖାଲିପଡ଼ିଛି ୬୬ ଆଇଏଏସ୍‌ ପଦବୀ, ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ଚତୁର୍ଥ କାର୍ଯ୍ୟ ଦିବସ। ବିଭିନ୍ନ ବିଭାଗର ରହିଛି ପ୍ରଶ୍ନକାଳ। ଗୃହରେ ବିଭାଗୀୟ ମନ୍ତ୍ରୀ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି। ରାଜ୍ୟରେ ଖାଲିପଡିଥିବା ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀ ପଦବୀକୁ ନେଇ ଗୃହରେ ବିଧାୟକ ଅରୁଣ ସାହୁ ପ୍ରଶ୍ନ କରିଛନ୍ତି। ଏହାର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ୬୬ IAS, ୬୯ IPS ପଦବୀ ଖାଲି ପଡ଼ିଛି। ମୋଟ୍ ୨୪୮ ଆଇଏଏସ୍‌ ପଦବୀ ମଧ୍ୟରୁ ୧୮୨ ଜଣ କାର୍ଯ୍ୟରତ ଅଛନ୍ତି। ୧୯୫ IPS ପଦବୀ ମଧ୍ୟରୁ ୬୯ ପଦବୀ ଖାଲି ପଡ଼ିଛି। ୧୦ ଆଇପିଏସ୍ ଅଧିକାରୀ ୫ ବର୍ଷରୁ ଊର୍ଦ୍ଧ୍ବ ହେବ ଡେପୁଟେସନରେ ଅଛନ୍ତି।

Leave A Reply

Your email address will not be published.