Odisha Link
Bridging the Missing Links in Odisha

ଓଡ଼ିଶା ବଜେଟ୍‌ ୨୦୨୫: ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଆଗତ କରୁଛନ୍ତି ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ଚତୁର୍ଥ କାର୍ଯ୍ୟ ଦିବସ। ପ୍ରଥମାର୍ଦ୍ଧରେ ବିଭିନ୍ନ ବିଭାଗର ପ୍ରଶ୍ନ ଆଲୋଚନା ହୋଇଥିବାବେଳେ ଦ୍ୱିତୀୟାର୍ଦ୍ଧରେ ବଜେଟ ଉପସ୍ଥାପନା ଆରମ୍ଭ ହୋଇଛି। ବିଧାନସଭାରେ ରାଜ୍ୟ ବଜେଟ୍‌ ୨୦୨୫-୨୬ ଆଗତ ହେଉଛି। ନୂଆ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଆଗତ କରୁଛନ୍ତି।

Leave A Reply

Your email address will not be published.