Odisha Link
Bridging the Missing Links in Odisha

ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇର ଚଢ଼ାଉ

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ଚର୍ଚ୍ଚିତ ଆଇଏଏସ୍‌ ଅଫିସର ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢ଼ାଉ କରିଛି। ଆଜି ସକାଳୁ ସିବିଆଇ ରେଡ କରିଥିବା ଜଣାପଡ଼ିଛି। ସିବିଆଇର ୮ ଜଣିଆ ଟିମ୍‌ ପଚରାଉଚରା କରୁଥିବା ସୂଚନା ରହିଛି।

Leave A Reply

Your email address will not be published.