ଚର୍ଚ୍ଚାରେ ବିଷ୍ଣୁପଦ ସେଠୀଙ୍କ ଇସ୍ତଫା,…
ଓଏଲ୍ ବ୍ୟୁରୋ: ରାଜ୍ୟ ସରକାରଙ୍କ ଚର୍ଚ୍ଚିତ ଆଇଏଏସ୍ ଅଫିସର ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢ଼ାଉ କରିଛି। ଆଜି ସକାଳୁ ସିବିଆଇ ରେଡ କରିଥିବା ଜଣାପଡ଼ିଛି। ସିବିଆଇର ୮ ଜଣିଆ ଟିମ୍ ପଚରାଉଚରା କରୁଥିବା ସୂଚନା ରହିଛି। ଏସବୁ ଭିତରେ ଚାକିିରିରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଥିବାବେଳେ ମୁଖ୍ୟ ଶାସନ…