Odisha Link
Bridging the Missing Links in Odisha

ଭୁବନେଶ୍ୱର ଏମ୍ସରେ ସିବିଆଇର ଚଢ଼ାଉ

ଓଏଲ୍‌ ବ୍ୟୁରୋ: ଆକ୍ସନ ମୋଡରେ ସିବିଆଇ। ଭୁବନେଶ୍ୱର ଏମ୍ସରେ ସିବିଆଇ ଚଢ଼ାଉ କରିଛି। ନିଯୁକ୍ତି ଅନିୟମିତତା ଅଭିଯୋଗରେ ଏମ୍ସରେ ସିବିଆଇ ଚଢ଼ାଉ କରିଛି। ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରୁଛି ସିବିଆଇ।

Leave A Reply

Your email address will not be published.