୫ ଦିନରେ ଶେଷ ହେବ ମହାକୁମ୍ଭ ମେଳା,…
ଓଏଲ୍ ବ୍ୟୁରୋ: ପ୍ରୟାଗରାଜରେ ମହାକୁମ୍ଭରେ ଦେଖିବାକୁ ମିଳୁଛି ମହାସମାଗମ। କୋଟି କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜରେ ପବିତ୍ର ବୁଡ ଓ ସ୍ନାନ କରି ମହାପୂଣ୍ଣ୍ୟ ଅର୍ଜନ କରୁଛନ୍ତି। ମହାକୁମ୍ଭ ଶେଷ ହେବାକୁ ଆଉ ଅଳ୍ପ ଦିନ ବାକି ରହିଛି। ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଭବ୍ୟ ସମାରୋହ ପରଠାରୁ ୫୭…