Odisha Link
Bridging the Missing Links in Odisha

କିଟ୍‌ ପ୍ରସଙ୍ଗ: ବିଧାନସଭାରେ ମୁଲତବି ପ୍ରସ୍ତାବ ଆଣିଲା କଂଗ୍ରେସ

ଓଏଲ୍‌ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ଅଷ୍ଟମ କାର୍ଯ୍ୟ ଦିବସ। ପ୍ରଶ୍ନକାଳ ଆରମ୍ଭ ହୋଇଥିବା ବିଭିନ୍ନ ବିଭାଗର ଆଲୋଚନା ଚାଲିଛି। ବିଧାୟକଙ୍କ ପ୍ରଶ୍ନ ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ। ସୁରୁଖୁରୁରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। କିଟ୍‌ ପ୍ରସଙ୍ଗ ନେଇ ବିଧାନସଭାରେ ମୁଲତବି ପ୍ରସ୍ତାବ ଆଣିଲା କଂଗ୍ରେସ। ଶୂନ୍ୟକାଳ ପାଇଁ ମୁଲତବି ପ୍ରସ୍ତାବ ଆଣିଲା କଂଗ୍ରେସ। କିଟ୍‌ ଘଟଣାର ତଦନ୍ତ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ଉଲ୍ଲେଖ କରିଛି କଂଗ୍ରେସ।

Leave A Reply

Your email address will not be published.