ପ୍ରକାଶ ପାଇଲା ବିଜ୍ଞପ୍ତି: ଏଣିକି…
ଓଏଲ୍ ବ୍ୟୁରୋ: ରାଜ୍ୟ ସରକାର ସରକାରୀ କର୍ମୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବିଜ୍ଞପ୍ତି ଅନୁସାରେ, ଏଣିକି ସ୍ଥାବର ସମ୍ପତ୍ତି ବା ଚଳନ୍ତି ସମ୍ପତ୍ତି କିଣିବା ପୂର୍ବରୁ ସରକାରଙ୍କ ଅନୁମତି ନେବେ ସରକାରୀ କର୍ମଚାରୀ। ରାଜ୍ୟ ଆଇନ୍ ବିଭାଗ ଏନେଇ ବିଧିବଦ୍ଧ ବିଜ୍ଞପ୍ତି…