Odisha Link
Bridging the Missing Links in Odisha
Daily Archives

February 24, 2025

ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ: କପି…

ଓଏଲ୍‌ ବ୍ୟୁରୋ: ଆଜି ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ। ଶେଷ ହୋଇଛି ଇଂରାଜୀ ପେପରରେ ପରୀକ୍ଷା। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇଥିଲା, ଯାହା ୧୧ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା। କପି ରୋକିବାକୁ ବୋର୍ଡ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ପ୍ରଥମ ଦିନ ମାତୃଭାଷା ପରୀକ୍ଷାରେ ଏଆଇ ଦ୍ୱାରା କେତେକ…

ଆଉ ଦିନକ ପରେ ମହାଶିବରାତ୍ରୀ,…

ଓଏଲ୍‌ ବ୍ୟୁରୋ: ଆସନ୍ତା ୨୬ରେ ମହାଶିବରାତ୍ରୀ। ମହାଶିବରାତ୍ରୀରେ ଅନୁଷ୍ଠିତ ହେଉଥିବା ଜାଗର ଯାତ୍ରାରେ ବହୁ ଜନସମାଗମ ହୋଇଥାଏ। ଭୁବନେଶ୍ୱର ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ମଧ୍ୟ ବେଶ ଧୂମଧାମରେ ପାଳନ ହୁଏ ମହାଶିବରାତ୍ରୀ। ଚଳିତବର୍ଷ ମହାଶିବରାତ୍ରୀରେ ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ। ସମନ୍ଵୟ…

ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା: ଭାରତୀୟ…

ଓଏଲ୍‌ ବ୍ୟୁରୋ: କିଟ୍‌ରେ ନେପାଳ ଛାତ୍ରୀଙ୍କର ଆତ୍ମହତ୍ୟା ଏବଂ ନେପାଳ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣାକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହା ଏବେ ଭାରତୀୟ ମାନବାଧିକାର କମିଶନ ପାଖରେ ପହଂଚିଛି। କିଟ୍‌ରେ ନେପାଳ ଛାତ୍ରୀଙ୍କର ଆତ୍ମହତ୍ୟା ଏବଂ ନେପାଳ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର…

ରତ୍ନଭଣ୍ଡାର ମରାମତିରେ ବିଳମ୍ବ! ଅଳଙ୍କାର…

ଓଏଲ୍‌ ବ୍ୟୁରୋ: ରତ୍ନଭଣ୍ଡାରକୁ ନେଇ ବଢୁଛି ଦ୍ୱନ୍ଦ୍ୱ। ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଏବଂ ଏହାର ସୁରକ୍ଷା ନେଇ କ୍ରମାଗତ ପ୍ରଶ୍ନ ଉଠି ଚାଲିଛି। ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହାର ନିର୍ବାଚନ ପ୍ରତିଶ୍ରୁତି ମୁତାବକ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ସହିତ ରତ୍ନଭଣ୍ଡାର ଖୋଲି ମରାମତି ଜାରି…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୁଅ ଆଗରେ…

ଓଏଲ୍‌ ବ୍ୟୁରୋ: ଆଜି ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନ। ପୁଅର ପରୀକ୍ଷା ପାଇଁ ଶୁଭ ମନାସି ସାଙ୍ଗରେ ଧରି ଯାଉଥିଲେ ବାପା ମା' । ହେଲେ ଘଟିଲା ବଡ ଅଘଟଣ। ବାଟରେ ଅଟକାଇଲେ ଯମଦୂତ। ଆଉ ପୁଅ ଆଗରେ ଚାଲିଗଲା ମା'ର ଜୀବନ। କେନ୍ଦ୍ରାପଡ଼ାରୁ ସାମ୍ନାକୁ ଆସିଛି ଏମିତି ଏକ ଦୁଃଖଦ ଖବର। କେନ୍ଦ୍ରାପଡା…

ପାକିସ୍ତାନକୁ ହରାଇଲା ରୋହିତ ବାହିନୀ,…

ଓଏଲ୍‌ ବ୍ୟୁରୋ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ରବିବାର ଦୁବାଇର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ପଞ୍ଚମ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ମହାବିଜୟ ହୋଇଛି। ଚାମ୍ପିଅନ୍ସ ଟ୍ରଫିରେ ଦୁବାଇରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନକୁ ମାତ୍ ଦେଇଛି ରୋହିତ…

ଆଉ ଦିନକ ପରେ ଶେଷ ହେବ ମହାକୁମ୍ଭ ମେଳା,…

ଓଏଲ୍‌ ବ୍ୟୁରୋ: ପ୍ରୟାଗରାଜରେ ମହାକୁମ୍ଭରେ ଦେଖିବାକୁ ମିଳୁଛି ମହାସମାଗମ। କୋଟି କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜରେ ପବିତ୍ର ବୁଡ ଓ ସ୍ନାନ କରି ମହାପୂଣ୍ଣ୍ୟ ଅର୍ଜନ କରୁଛନ୍ତି। ମହାକୁମ୍ଭ ଶେଷ ହେବାକୁ ଆଉ ୨ ଦିନ ବାକି ରହିଛି। ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଭବ୍ୟ ସମାରୋହ ପରଠାରୁ ୬୦…

ଚାଷୀଙ୍କ ପାଇଁ ଖୁସି ଖବର: ଆଜି ପିଏମ୍…

ଓଏଲ୍‌ ବ୍ୟୁରୋ: ଚାଷୀଙ୍କ ପାଇଁ ଖୁସି ଖବର। ଆଜି କୃଷକଙ୍କ ଖାତାକୁ ଆସିବ ପିଏମ୍ କିଷାନ ଟଙ୍କା। ଦେଶର ପ୍ରାୟ ୯ କୋଟି ଚାଷୀଙ୍କ ଖାତାକୁ ୨ ହଜାର ଲେଖାଏଁ ଟଙ୍କା ଆସିବ। ପ୍ରଧାନମନ୍ତ୍ରୀ ଡିବିଟି ଜରିଆ​‌ରେ ଏହି ଟଙ୍କା ଚାଷୀ ଆକାଉଣ୍ଟକୁ ପଠାଯିବ। ସରକାର ଏହି କିସ୍ତି ପାଇଁ ୨୦ ହଜାର କୋଟିରୁ ଅଧିକ ଅର୍ଥ…