ଭୁବନେଶ୍ୱର ନୂଆ ଡିସିପି ଭାବେ ଦାୟିତ୍ୱ…
ଓଏଲ୍ ବ୍ୟୁରୋ: ଆଇପିଏସ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ସବୁଠୁ ବଡ଼ କଥା ହେଲା ଏହି ଅଦଳବଦଳରେ କଟକ ଓ ଭୁବନେଶ୍ବର ଡିସିପିଙ୍କୁ ମଧ୍ୟ ବଦଳି କରାଯାଇଛି। ଜଗମୋହନ ମୀନା ହେଲେ ଭୁବନେଶ୍ବର ଡିସିପି। ଆଜି ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ କଟକ ଡିସିପି ଥିଲେ।
ଦାୟିତ୍ୱ…