Odisha Link
Bridging the Missing Links in Odisha
Daily Archives

March 9, 2025

ଚାମ୍ପିଅନ୍ସ ଟ୍ରଫି ଜିତିଲା ଭାରତ

ଓଏଲ୍‌ ବ୍ୟୁରୋ: ଚାମ୍ପିଅନ୍ସ ଟ୍ରଫି ୨୦୨୫ ହାତେଇଲା ଟିମ୍‌ ଇଣ୍ଡିଆ। ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଟ୍ରଫି ଜିତିଲା ଭାରତ। ଫାଇନାଲରେ ନ୍ୟୁଜିଲାଣ୍ଡ ଦଳକୁ ୪ ଓ୍ବିକେଟରେ ହରାଇ ବିଜୟ ହାସଲ କରିଛି ଭାରତୀୟ କ୍ରିକେଟ ଦଳ। ରୋହିତଙ୍କ ଅଧିନାୟକତ୍ବରେ ୨ଟି ଆଇସିସି ଟ୍ରଫି ଜିତିବାରେ ସଫଳ…

ପରଲୋକରେ ଅନନ୍ତ ଦାସ

ଓଏଲ୍‌ ବ୍ୟୁରୋ: ଆଉ ନାହାନ୍ତି ଭୋଗରାଇ ମାଟିର ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ଅନନ୍ତ ଦାସ। ରବିବାର ସକାଳୁ ଭୁବନେଶ୍ବର ବାସ ଭବନରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ବାଲେଶ୍ବର ଜିଲ୍ଲାର ଭୋଗରାଇ ନିର୍ବାଚନ ମଣ୍ଡଳୀରୁ ଲଗାତାର ୪ଥର ବିଧାୟକ ଥିଲେ। ୨୦୦୪ରୁ ୨୦୧୯…