Odisha Link
Bridging the Missing Links in Odisha

ଚିହ୍ନଟ ହେଲେ ଅଯୋଗ୍ୟ ରାସନକାର୍ଡ ହିତାଧିକାରୀ, ବାଦ୍‌ ପଡ଼ିଲେ ୮୪ ହଜାର

ଓଏଲ୍‌ ବ୍ୟୁରୋ: ରାସନକାର୍ଡ ନେଇ ବଡ ସୂଚନା ଦେଲେ ମନ୍ତ୍ରୀ। ରାସନକାର୍ଡ ଇ-କେୱାଇସି ପରେ ବାଦ୍‌ ପଡ଼ିଲେ ୮୪ ହଜାର ୭୫୭ ହିତାଧୀକାରୀ। ଏପର୍ଯ୍ୟନ୍ତ ୨୨,୨୯୩ ଅଯୋଗ୍ୟ ରାସନ କାର୍ଡ ଚିହ୍ନଟ ହୋଇଛି। ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ପ୍ରଶ୍ନକାଳରେ ଅଶ୍ବିନୀ ପାତ୍ରଙ୍କ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ ରାସନକାର୍ଡ ନେଇ ଉତ୍ତର ରଖିଛନ୍ତି। ଏପର୍ଯ୍ୟନ୍ତ ୨୨,୨୯୩ ଅଯୋଗ୍ୟ ରାସନ କାର୍ଡ ଚିହ୍ନଟ ହୋଇଥିବାବେଳେ କଟକରୁ ସର୍ବାଧିକ ୨୫୫୪ ରାସନ କାର୍ଡ କଟିଛି। ସେହିଭଳି ବାଲେଶ୍ବରରୁ ୧୪୩୬, ନୟାଗଡ଼ରୁ ୧୬୧୮, ଖୋର୍ଦ୍ଧାରେ ୧୩୪୫ ରାସନ କାର୍ଡ କଟିଛି।

Leave A Reply

Your email address will not be published.