ବ୍ୟାଙ୍କ କାମ ଥିଲେ ଶୀଘ୍ର ସାରନ୍ତୁ,…
ଓଏଲ୍ ବ୍ୟୁରୋ: ବ୍ୟାଙ୍କରେ କାମ ଥିଲେ ଶୀଘ୍ର ସାରନ୍ତୁ। କାରଣ ମାର୍ଚ୍ଚ ୨୪ ଓ ୨୫ ତାରିଖରେ ଧର୍ମଘଟ ଡାକରା ଦେଇଛି ବ୍ୟାଙ୍କ କର୍ମଚାରୀ ସଂଘ। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି। ମାର୍ଚ୍ଚ ୨୨ ଓ ୨୩ ତାରିଖ ଯଥାକ୍ରମେ ଶନିବାର ଓ ରବିବାର ପଡ଼ୁଛି। ଏହାପରେ ଦୁଇଦିନ…