ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ୨୨ ନକ୍ସଲ ନିପାତ

ଓଏଲ୍ ବ୍ୟୁରୋ: ଛତିଶଗଡ଼ ବିଜାପୁର-ଦନ୍ତେୱାଡ଼ା ସୀମାରେ ଜାରି ରହିଥିବା ଗୁଳିବିନିମୟରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଭିତରେ ୨୨ ମାଓବାଦୀ ନିହତ ହୋଇଛନ୍ତି। ୨୨ ମାଓବାଦୀ ନିହତ ହୋଇଥିବା ବିଜାପୁର ପୁଲିସ ସୂଚନା ଦେଇଛି।