ବିଦ୍ୟୁତ ଦେୟରେ ହେବ ପରିବର୍ତ୍ତନ, ଆଜି ଘୋଷଣା ହେବ ନୂଆ ବିଦ୍ୟୁତ୍ ଟାରିଫ୍

ଓଏଲ୍ ବ୍ୟୁରୋ: ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି) ୨୦୨୫-୨୬ ବର୍ଷ ପାଇଁ ନୂଆ ବିଦ୍ୟୁତ୍ ଟାରିଫ୍ ଘୋଷଣା କରିବ। ଆଜି ନୂଆ ବିଦ୍ୟୁତ୍ ଟାରିଫ୍ ଘୋଷଣା ନେଇ OERC ଉପ ନିର୍ଦ୍ଦେଶକ ସଞ୍ଜୟ ରାଉତ ସୂଚନା ଦେଇଛନ୍ତି। ବିଭିନ୍ନ ପକ୍ଷର ଶୁଣାଣି ପରେ ଆଜି ଘୋଷଣା କରିବ ଓଇଆର୍ସି।