Odisha Link
Bridging the Missing Links in Odisha

ଆରମ୍ଭ ହେଲା ବିଧାନସଭାରେ ପ୍ରଶ୍ନକାଳ, ଗୃହରେ ଗଙ୍ଗାଜଳ ଛିଞ୍ଚିଲେ ବିଧାୟକ

ଓଏଲ୍‌ ବ୍ୟୁରୋ: ଆରମ୍ଭ ହେଲା ବିଧାନସଭାରେ ପ୍ରଶ୍ନକାଳ। ଏହା ପୂର୍ବରୁ ଦେଖିବାକୁ ମିଳିଛି ରୋଚକ ତଥ୍ୟ। ଗୃହରେ ଗଙ୍ଗାଜଳ ଛିଞ୍ଚିଲେ ବିଜେଡି ବିଧାୟକ। କଳସରେ ଗଙ୍ଗାଜଳ ଆଣି ଛିଞ୍ଚିଲେ ବିଜେଡି ବିଧାୟକ। ବାଚସ୍ପତିଙ୍କ ବାରଣ ପରେ ନିବୃତ୍ତ ରହିଲେ ବିଜେଡି ବିଧାୟକ। ଗୃହରେ ପୁଲିସ ପ୍ରଵେଶ କରିଥିବା ଘଟଣାକୁ ନେଇ ଗଙ୍ଗାଜଳ ଛିଞ୍ଚିଥିବା ବିଜେଡି ବିଧାୟକ କହିଛନ୍ତି।

ଅନ୍ୟପଟେ, ବିଧାନସଭାରେ ସୁରକ୍ଷା ବ୍ୟବସ୍ତା କଡାକଡି କରାଯାଇଛି। ବିଧାନସଭା ଘେରାଉ କରିବ କଂଗ୍ରେସ। ଘେରାଉ ପୂର୍ବରୁ ବିଧାନସଭାରେ ବଢ଼ିଲା ସୁରକ୍ଷା। ବିଧାନସଭାର ସମସ୍ତ ଗେଟ୍‌ ବନ୍ଦ କରିଦିଆଯାଇଛି।

Leave A Reply

Your email address will not be published.