ଆରମ୍ଭ ହେଲା ବିଧାନସଭାରେ ପ୍ରଶ୍ନକାଳ,…
ଓଏଲ୍ ବ୍ୟୁରୋ: ଆରମ୍ଭ ହେଲା ବିଧାନସଭାରେ ପ୍ରଶ୍ନକାଳ। ଏହା ପୂର୍ବରୁ ଦେଖିବାକୁ ମିଳିଛି ରୋଚକ ତଥ୍ୟ। ଗୃହରେ ଗଙ୍ଗାଜଳ ଛିଞ୍ଚିଲେ ବିଜେଡି ବିଧାୟକ। କଳସରେ ଗଙ୍ଗାଜଳ ଆଣି ଛିଞ୍ଚିଲେ ବିଜେଡି ବିଧାୟକ। ବାଚସ୍ପତିଙ୍କ ବାରଣ ପରେ ନିବୃତ୍ତ ରହିଲେ ବିଜେଡି ବିଧାୟକ। ଗୃହରେ ପୁଲିସ ପ୍ରଵେଶ କରିଥିବା ଘଟଣାକୁ…