Odisha Link
Bridging the Missing Links in Odisha
Daily Archives

March 28, 2025

ଅବସରପ୍ରାପ୍ତ ଆଇଏଏସ୍ ପ୍ରଦୀପ କୁମାର…

ଓଏଲ୍‌ ବ୍ୟୁରୋ: ଅବସରପ୍ରାପ୍ତ ଆଇଏଏସ୍ ପ୍ରଦୀପ କୁମାର ଜେନାଙ୍କୁ ବଡ ଦାୟିତ୍ୱ। ରାଜ୍ୟ ସରକାର ଖାଲି ପଡ଼ିଥିବା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି) ଅଧ୍ୟକ୍ଷ ପଦବୀ ନେଇ ଘୋଷଣା କରିଛନ୍ତି। ଅବସରପ୍ରାପ୍ତ ଆଇଏଏସ୍ ପ୍ରଦୀପ କୁମାର ଜେନା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)ର ଅଧ୍ୟକ୍ଷ ଭାବେ…

ବଢ଼ିଲା କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା…

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ବଡ଼ ଉପହାର। ବଢ଼ିଲା କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୨ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରୀ ମିଳିଛି। ଏହି ବୃଦ୍ଧି ଫଳରେ ଏବେ କେନ୍ଦ୍ର କର୍ମଚାରୀ ଓ ପେନସନଧାରୀଙ୍କ ଡିଏ ଓ ପେନସନଧାରୀଙ୍କ ମହଙ୍ଗା…

ରେଭେନ୍ସା ଓ ଉତ୍କଳରେ ଶତାଧିକ ପ୍ରଫେସର…

ଓଏଲ୍‌ ବ୍ୟୁରୋ: ରାଜ୍ୟର ୧୭ଟି ସରକାରୀ ବିଶ୍ୱ ବିଦ୍ୟାଳୟରେ ୧୩୫୩ ଅଧ୍ୟାପକ ଓ ଅଧ୍ୟାପିକା ପଦବୀ ଖାଲି ପଡିଛି। ୨୦୨୭ ସ୍ଥାନରେ ମାତ୍ର ଅଛନ୍ତି ୬୭୪ ଅଧ୍ୟାପକ ଓ ଅଧ୍ୟାପିକା। ଖାଲି ପଡିଥିବା ବିଶ୍ୱ ବିଦ୍ୟାଳୟରେ ୯୬୫ ଗେଷ୍ଟ ଫ୍ୟାକଲିଟିରେ କାମ ଚଳାଉଛନ୍ତି ରାଜ୍ୟ ସରକାର। ସେହିପରି ଉଚ୍ଚ ଶିକ୍ଷା ବିଭାଗରେ…

ଜରାଶ୍ରମରେ ୨ ହଜାରରୁ ଅଧିକ ଜୀବନ,…

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ଜରାଶ୍ରମରେ ରହୁଛନ୍ତି ୨୪୭୫ ଜଣ ଅସହାୟ ଲୋକ। କେନ୍ଦ୍ର ସରକାରଙ୍କ ଅନୁଦାନରେ ୮୭ଟି ଜରାଶ୍ରମ ଚାଲୁଥିବାବେଳେ ସେଥିରେ ରହୁଛନ୍ତି ୨୩୩୫ ଜଣ ଅସହାୟ ଲୋକ। ରାଜ୍ୟ ସରକାରଙ୍କ ଅନୁଦାନରେ ମଧ୍ୟ ୫ଟି ଜରାଶ୍ରମ ଚାଲୁଛି, ଯେଉଁଥିରେ ୧୫୦ ଜଣ ଅସହାୟ ଲୋକ ରହୁଛନ୍ତି। ରାଜ୍ୟ…

ରାଜ୍ୟରେ କମୁଛି ଡ୍ରପଆଉଟ ହାର, ଗୃହରେ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କମୁଛି ଡ୍ରପଆଉଟ ହାର। ପ୍ରାଥମିକ ସ୍ତରରେ ଡ୍ରପଆଉଟ ହାର ଶୂନ ଥିବା ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଉଚ୍ଚ ପ୍ରାଥମିକ ସ୍ତରରେ ୨ ପ୍ରତିଶତ, ଉଚ୍ଚ ମାଧ୍ୟମିକ ସ୍ତରରେ ୧୨.୮ ପ୍ରତିଶତ ଡ୍ରପ ଆଉଟ ହାର ରହିଛି। ଜାତୀୟ ହାରଠୁ…

ଆସନ୍ତାକାଲି ଆଂଶିକ ସୂର୍ଯ୍ୟ ପରାଗ,…

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ମାର୍ଚ୍ଚ ୨୯ ତାରିଖରେ ଅର୍ଥାତ ଆସନ୍ତାକାଲି ସଂଘଟିତ ହେବ। ତେବେ ଏହା ଏକ ଆଂଶିକ ସୂର୍ଯ୍ୟପରାଗ, ଯେଉଁଥିରେ ଚନ୍ଦ୍ରର ଛାଇ ସୂର୍ଯ୍ୟର ମାତ୍ର କିଛି ଅଂଶକୁ ଢାଙ୍କିବ। ସାରା ବିଶ୍ୱର ବିଭିନ୍ନ ଅଞ୍ଚଳରେ ଏହି ନୈସର୍ଗିକ ଦୃଶ୍ୟ ଦେଖିବାକୁ ମିଳିବ। ଏହି…

ରାମନବମୀ ପାଇଁ ସମ୍ବଲପୁର ପ୍ରଶାସନର…

ଓଏଲ୍‌ ବ୍ୟୁରୋ: ଏପ୍ରିଲ ୬ ତାରିଖରେ ପାଳନ ହେବ ରାମନବମୀ। ହିନ୍ଦୁ ରାଷ୍ଟ୍ରରେ ଧୂମଧାମରେ ପ୍ରତିବର୍ଷ ପାଳିତ ହୁଏ ଏହି ଉତ୍ସବ। ଚଳିତବର୍ଷ ମଧ୍ୟ ବେଶ ଧୂମଧାମରେ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି କ୍ରମରେ ସମ୍ବଲପୁରରେ ରାମନବମୀ ଓ ହନୁମାନ ଜୟନ୍ତୀ ପାଳନ ନେଇ…

ମିଆଁମାରରେ ଶକ୍ତିଶାଳୀ ଭୂକମ୍ପ,…

ଓଏଲ୍‌ ବ୍ୟୁରୋ: ଭୂକମ୍ପରେ ଥରିଲା ମିଆଁମାରର ଅନେକ ଅଂଚଳ। ମିଆଁମାରରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିବା ସୂଚନା ରହିଥିବାବେଳେ ଲଗାତାର ଦୁଇଟି ଭୂମିକମ୍ପ ଯାହାର ରିକ୍ଟର ସ୍କେଲ୍‌ରେ ତୀବ୍ରତା ୭.୨ ଓ ୭.୦ ରେକର୍ଡ ହୋଇଛି।ଭୂକମ୍ପରେ ଏଯାଏଁ କ୍ଷୟକ୍ଷତି ସୂଚନା ମିଳିନାହିଁ। ତେବେ ମିଆଁମାରରେ…

ଶିକ୍ଷକତା କରିବାକୁ ଅପେକ୍ଷାରତ ଆଶାୟୀଙ୍କ…

ଓଏଲ୍‌ ବ୍ୟୁରୋ: ଓଡିଶା ବିଧାନସଭା ଅଧିବେଶନର ପ୍ରଶ୍ନକାଳ ଜାରି ରହିଛି। ଗଣଶିକ୍ଷା ଶିକ୍ଷା ବିଭାଗର ଆଲୋଚନା ଜାରି ରହିଥିବାବେଳେ ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବାକୁ ନୀତିଗତ ବ୍ୟବସ୍ଥା ରହିଛି ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବିଧାନସଭାରେ ଉତ୍ତର ରଖି…

ସ୍କୁଲ ଖୋଲିବାକୁ ରହିଛି ନୀତିଗତ…

ଓଏଲ୍‌ ବ୍ୟୁରୋ: ଓଡିଶା ବିଧାନସଭା ଅଧିବେଶନର ପ୍ରଶ୍ନକାଳ ଜାରି ରହିଛି। ଗଣଶିକ୍ଷା ଶିକ୍ଷା ବିଭାଗର ଆଲୋଚନା ଜାରି ରହିଥିବାବେଳେ ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବାକୁ ନୀତିଗତ ବ୍ୟବସ୍ଥା ରହିଛି ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବିଧାନସଭାରେ ଉତ୍ତର ରଖି…