Odisha Link
Bridging the Missing Links in Odisha

ମିଆଁମାରରେ ଶକ୍ତିଶାଳୀ ଭୂକମ୍ପ, ଦିଲ୍ଲୀରେ ଝଟ୍‌କା

ଓଏଲ୍‌ ବ୍ୟୁରୋ: ଭୂକମ୍ପରେ ଥରିଲା ମିଆଁମାରର ଅନେକ ଅଂଚଳ। ମିଆଁମାରରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିବା ସୂଚନା ରହିଥିବାବେଳେ ଲଗାତାର ଦୁଇଟି ଭୂମିକମ୍ପ ଯାହାର ରିକ୍ଟର ସ୍କେଲ୍‌ରେ ତୀବ୍ରତା ୭.୨ ଓ ୭.୦ ରେକର୍ଡ ହୋଇଛି।ଭୂକମ୍ପରେ ଏଯାଏଁ କ୍ଷୟକ୍ଷତି ସୂଚନା ମିଳିନାହିଁ। ତେବେ ମିଆଁମାରରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପ କମ୍ପନରେ ଦିଲ୍ଲୀ ଏନସିଆର ଥରି ଉଠିଥିବା ଜାତୀୟ ଗଣମାଧ୍ୟମରେ ସୂଚନା ରହିଛି।

Leave A Reply

Your email address will not be published.