ସୁପ୍ରିମ୍ ରାୟ: ବୁଲଡୋଜରରେ ଭାଙ୍ଗିଥିଲେ…
ଓଏଲ୍ ବ୍ୟୁରୋ: ବୁଲଡୋଜର ମାମଲାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଆବେଦନକାରୀଙ୍କ ଆବେଦନକୁ ଗୁରୁତ୍ବର ସହ ନେଇ ସୁପ୍ରିମକୋର୍ଟ କହିଛନ୍ତି, ୨୪ ଘଣ୍ଟା ଭିତରେ ଯେଉଁମାନଙ୍କ ଘରକୁ ବୁଲଡୋଜର ଲଗାଇ ଭଙ୍ଗାଯାଇଛି ସେମାନଙ୍କୁ ୧୦ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବେ ରାଜ୍ୟ ସରକାର। ଉତ୍ତରପ୍ରଦେଶ ବୁଲଡୋଜର…