Odisha Link
Bridging the Missing Links in Odisha
Daily Archives

April 2, 2025

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ…

ଓଏଲ୍‌ ବ୍ୟୁରୋ: ଆଜି ଭାରତରେ ଅବସ୍ଥାପିତ ଫ୍ରାନ୍ସ ରାଷ୍ଟ୍ରଦୂତ ଥିଏରୀ ମାଥୌ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି ଓଡ଼ିଶା ଏବଂ ଫ୍ରାନ୍ସର ମଧ୍ୟରେ ଦୃଢ ସମ୍ପର୍କ ସ୍ଥାପନ ବିଷୟରେ ଆଲୋଚନା କରିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ପଣ୍ୟକାରବାରରେ ରେକର୍ଡ ସୃଷ୍ଟି କଲା…

ଓଏଲ୍‌ ବ୍ୟୁରୋ: ପାରାଦୀପ ବନ୍ଦର ପଣ୍ୟକାରବାରରେ ରେକର୍ଡ ସୃଷ୍ଟି କରିଛି। ପଣ୍ୟ କାରବାରରେ ପାରାଦୀପ ସମସ୍ତ ରେକର୍ଡ ଭାଙ୍ଗିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ୧୫୦.୪୧ ନିୟୁତ ମେଟ୍ରିକ୍ ଟନ୍ ଛୁଇଁଲା ପଣ୍ୟ କାରବାର। ଦେଶର ବୃହତ ବନ୍ଦରଗୁଡିକ ମଧ୍ୟରେ ୧ ନମ୍ବର ହେଲା ପାରାଦୀପ ବନ୍ଦର। କ୍ରମାଗତ ୨ୟ ଥର ଲାଗି…

ଅଧିକ ଦାନ ପାଇଥିବା ତାଲିକାର ସର୍ବୋଚ୍ଚ…

ଓଏଲ୍‌ ବ୍ୟୁରୋ: ମୁମ୍ବାଇର ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିର ବାର୍ଷିକ ଦାନରୁ ମିଳିଲା ୧୩୩ କୋଟି। ଏହି ମନ୍ଦିରକୁ ନଗଦ ଦାନ ସହ ଦେଶବିଦେଶରୁ ଅନଲାଇନ ଦାନ ମଧ୍ୟ ମିଳିଥାଏ। ପ୍ରସିଦ୍ଧ ସିଦ୍ଧି ବିନାୟକଙ୍କ ଭକ୍ତଙ୍କ ତାଲିକା କିଛି କମ ନୁହେଁ। ସାଧାରଣ ଭକ୍ତଠୁ ନେଇ ସେଲିବ୍ରେଟି। ଆଶୀର୍ବାଦ ପାଇଁ…

ହାରିଲେ ବ୍ୟାସନଗର ପୌରାଧ୍ୟକ୍ଷା

ଓଏଲ୍‌ ବ୍ୟୁରୋ: ଅନାସ୍ଥାରେ ହାରିଲେ ବ୍ୟାସନଗର ପୌରାଧ୍ୟକ୍ଷା। ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ହାରିଲେ। ପୌରାଞ୍ଚଳର ୨୬ ଜଣ କାଉନସିଲରଙ୍କ ମଧ୍ୟରୁ ୨୦ ଜଣ ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଆଜି ଭୋଟ ତାରିଖ ଥିବା ବେଳେ ଅନାସ୍ଥା ସପକ୍ଷରେ ୨୦ଟି ଭୋଟ୍…

ଭୂମିକମ୍ପ ପ୍ରଭାବିତ ମିଆଁମାରକୁ ରିଲିଫ୍…

ଓଏଲ୍‌ ବ୍ୟୁରୋ: ସେଦିନ ଥିଲା ରମଜାନ ମାସର ଶେଷ ଶୁକ୍ରବାର, ଯେତେବେଳେ ମିଆଁମାରରେ ଏକ ଭୟଙ୍କର ଭୂମିକମ୍ପ ହୋଇଥିଲା। ଅପରାହ୍ନରେ ମୁସଲମାନମାନେ ଶୁକ୍ରବାର ନମାଜ ପାଠ କରିବାକୁ ମସଜିଦକୁ ଯାଉଥିଲେ। କିଛି ଲୋକ ନମାଜ ପାଠ କରିବା ପାଇଁ ମସଜିଦରେ ଧାଡ଼ିରେ ଛିଡା ହୋଇଥିଲେ। ଯେତେବେଳେ ସମସ୍ତେ ଭୂମିକମ୍ପ…

କୋଶଳୀ ଭାଷାକୁ ମିଳୁ ରାଜ୍ୟ ଭାଷାର…

ଓଏଲ୍‌ ବ୍ୟୁରୋ: କୋଶଳୀ ଭାଷାକୁ ରାଜ୍ୟ ଭାଷା ମାନ୍ୟତା ଦେବାକୁ ଆଜି ବିଧାନସଭାରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଦାବି କରିଛନ୍ତି। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ରାଜ୍ୟର ୧୧ ଜିଲ୍ଲାର ୧.୫ କୋଟି ଲୋକ କୋଶଳୀ ଭାଷାରେ କଥାବାର୍ତ୍ତା ହୁଅନ୍ତି। ଅନେକ ବର୍ଷ ହେବ ଏହି ଭାଷାକୁ…

ହାତୀ ମୃତ୍ୟୁ ମାମଲା: ଗୃହରେ ତଥ୍ୟ ଦେଲେ…

ଓଏଲ୍‌ ବ୍ୟୁରୋ: ଗତ ୫ ବର୍ଷରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨୭ଟି ହାତୀ ମୃତ୍ୟୁବରଣ କରିଛନ୍ତି। କେବଳ ବିଦ୍ୟୁତ ସଂସ୍ପର୍ଶରେ ଆସି ପଶ୍ଚିମ ଓଡ଼ିଶାରେ ୧୭ଟି ହାତୀଙ୍କର ମୃତ୍ୟୁ ହୋଇଛି। ୨୦୨୪-୨୫ରେ ସର୍ବାଧିକ ୧୧ଟି ହାତୀ ମୃତ୍ୟୁ ବରଣ କରିଥିବା ବେଳେ ୨୦୨୩-୨୪ ବର୍ଷରେ ୨ଟି ହାତୀ, ୨୦୨୨-୨୩ ରେ ୧ଟି,…

ଖାଉଟିଙ୍କୁ ମିଳିବ ଚାଉଳ ସହ ଗହମ, ରାସନ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଗହମ ଓ ଗହମ ଜାତୀୟ ଦ୍ରବ୍ୟର ବାର୍ଷିକ ଆବଶ୍ୟକତା ୮ ଲକ୍ଷ ୮୬ ହଜାର ମେଟ୍ରିକ ଟନ ରହିଛି। ଓଡ଼ିଆ ବ୍ୟବସାୟୀମାନେ ଗହମ ଓ ଗହମ ଜାତୀୟ ଦ୍ରବ୍ୟର ବିକ୍ରୟ କରୁଛନ୍ତି। ଏଥିସହ ପଞ୍ଜାବ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର ଓ ଝାଡ଼ଖଣ୍ଡରୁ ଗହମ ଓ ଗହମ ଜାତୀୟ ଦ୍ରବ୍ୟ ଆମଦାନୀ କରି…

ସଂସଦରେ ଉପସ୍ଥାପିତ ହେଲା ୱାକଫ୍ ସଂଶୋଧନ…

ଓଏଲ୍‌ ବ୍ୟୁରୋ: ଆଜି ସଂସଦରେ ଉପସ୍ଥାପନ ହୋଇଛି ୱାକଫ୍ ସଂଶୋଧନ ବିଲ୍। ଆଇନ ମନ୍ତ୍ରୀ ୱାକଫ୍ ସଂଶୋଧନ ବିଲ୍ ଉପସ୍ଥାପନ କରିଛନ୍ତି। ୱାକଫ୍ ସଂଶୋଧନ ବିଲ୍ ଉପସ୍ଥାପନା ଆରମ୍ଭରୁ କଂଗ୍ରେସ ସଦସ୍ୟ ଗୃହରେ ଆପତ୍ତି କରିଛନ୍ତି। ତେବେ ୱାକଫ୍ ସଂଶୋଧନ ବିଲ୍ ଉପସ୍ଥାପନ ବେଳେ ଆଇନ ମନ୍ତ୍ରୀ କହିଛନ୍ତି, କିଛି…

ଧାନ କିଣାରେ ନୂଆ ରେକର୍ଡ, ଗୃହରେ ସୂଚନା…

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷ ୭୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିଛନ୍ତି ସରକାର। ଗତ ବର୍ଷ ଅପେକ୍ଷା ୨୬ ଲକ୍ଷ ମେଟ୍ରିକ୍ ଧାନ ଅଧିକା କିଣା ହୋଇଛି। ଏନେଇ ବିଧାନସଭାରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖିଛନ୍ତି। ମନ୍ତ୍ରୀ କହିଛନ୍ତି, ଗତ ବର୍ଷ ଅପେକ୍ଷା ୨୬ ଲକ୍ଷ ମେଟ୍ରିକ୍ ଧାନ ଅଧିକା…