ପର୍ଯ୍ୟଟନ ବିଭାଗର ନୂଆ ଯୋଜନା: ଓଡ଼ିଶାରେ…
ଓଏଲ୍ ବ୍ୟୁରୋ: ଓଡ଼ିଶାରେ ହେବ ଶକ୍ତି କରିଡ଼ର। ଏହା ମାଧ୍ୟମରେ ରାଜ୍ୟରେ ରହିଥିବା ସମସ୍ତ ଶକ୍ତି ପୀଠକୁ ଯୋଡାଯିବ। ଏହି ଶକ୍ତି କରିଡ଼ର ସମ୍ପର୍କରେ ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଜି ଚୈତ୍ର ମାସର ଶେଷ ମଙ୍ଗଳବାରରେ…