ଓଡ଼ିଶା ଆସିବେ ଜେପି ନଡ୍ଡା, ଆସନ୍ତାକାଲି ଆୟୁଷ୍ମାନ ଯୋଜନାର କରିବେ ଶୁଭାରମ୍ଭ

ଓଏଲ୍ ବ୍ୟୁରୋ: ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତାକାଲି ରାଜ୍ୟରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। କଟକରୁ ଶୁଭାରମ୍ଭ ହେବ ଆୟୁଷ୍ମାନ ଓ ଗୋପବନ୍ଧୁ ଯୋଜନା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଗସ୍ତରେ ଆସି ଶନିବାର ବିଜେପିର ତିନିଦିନିଆ କର୍ମଶାଳାରେ ଯୋଗ ଦେବେ। କର୍ମଶାଳରେ ବିଧାୟକ, ସାସଂଦ, ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ।