Odisha Link
Bridging the Missing Links in Odisha
Daily Archives

April 15, 2025

ଜୁଲାଇ ୩ରୁ ଅମରନାଥ ଯାତ୍ରା କରିପାରିବେ…

ଓଏଲ୍‌ ବ୍ୟୁରୋ: ବାବା ଅମରନାଥ ପୀଠକୁ ଯାତ୍ରା କରିବାକୁ ଚାହୁଁଥିବା ଭକ୍ତଙ୍କ ପାଇଁ ଖୁସି ଖବର। ଚଳିତବର୍ଷ ଅମରନାଥ ଯାତ୍ରା ପାଇଁ ସରକାର ତାରିଖ ଘୋଷଣା କରିଛନ୍ତି। ମାତା ବୈଷ୍ଣୌଦେବୀ ସାଇନବୋର୍ଡ କମିଟି ବୈଠକର ନିଷ୍ପତ୍ତି ମୁତାବକ ଜୁଲାଇ ୩ ତାରିଖରୁ ଅମରନାଥ ଯାତ୍ରା କରିପାରିବେ ଶ୍ରଦ୍ଧାଳୁ। ଏହି…

ପ୍ରକାଶ ପାଇଲା ୨୦୨୫ ଶିକ୍ଷାବର୍ଷର…

ଓଏଲ୍‌ ବ୍ୟୁରୋ: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୨୦୨୫-୨୬ ଶିକ୍ଷାବର୍ଷ କ୍ୟାଲେଣ୍ଡର ପ୍ରକାଶ ପାଇଛି। ୨୦୨୫ ଶିକ୍ଷାବର୍ଷ ପାଇଁ ପ୍ରକାଶିତ କ୍ୟାଲେଣ୍ଡରରେ ସମସ୍ତ ଛୁଟି ବିବରଣୀ ପ୍ରକାଶ ପାଇଛି। ଓସେପା ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀ ପାଇଁ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରାଯାଇଛି। ୨୦୨୫…

ଆସନ୍ତାକାଲିଠୁ ସ୍ନାତକ ନାମଲେଖା ଆବେଦନ…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ସ୍ନାତକ ନାମଲେଖା ଆବେଦନ ଆରମ୍ଭ ହେବ। ଆସନ୍ତା ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ସ୍ନାତକ ଏବଂ ଦୁଇ ବର୍ଷିଆ ବିଏଡ/ ଏମଏଡ /ବିଏଚଏଡ ପାଠ୍ୟକ୍ରମରେ ନାମଲେଖା ପ୍ରକିୟାକୁ ଶୀଘ୍ର ଆରମ୍ଭ କରିବା ପାଇଁ ପୂର୍ବରୁ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି। ଏହିକ୍ରମରେ ଶିକ୍ଷାବର୍ଷ…

ଆଜିଠୁ ଓଡ଼ିଶା ଉପକୂଳ ସମୁଦ୍ରରେ ମାଛଧରା…

ଓଏଲ୍‌ ବ୍ୟୁରୋ: ପାରାଦୀପରେ ଆଜିଠାରୁ ମାଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ସମୁଦ୍ରରେ ମାଛଧରା ଉପରେ ଲାଗିଲା ଦୁଇମାସର କଟକଣା। ପାରାଦୀପରେ ୨୫୪୩ ଯନ୍ତ୍ର ଚାଳିତ ଡଙ୍ଗା ଓ ୬୧୧ଟି ସୋନା ବୋଟ୍ ଚଳାଚଳ ବନ୍ଦ ହୋଇଛି। ଆଜିଠାରୁ ଜୁନ୍ ୧୪ ଯାଏଁ ସମୁଦ୍ରରେ ମାଛଧରା ମନା…

ଦୃଷ୍ଟିବାଧିତ ମାଆ କୋଳରୁ ଶିଶୁ ଚୋରି…

ଓଏଲ୍‌ ବ୍ୟୁରୋ: ବାଲେଶ୍ବରରୁ ମିଳିଲା ଅପହୃତ ଶିଶୁ ପୁତ୍ର। ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ବର ଜନପଥରୁ ଦେଢ଼ ବର୍ଷର ଶିଶୁ ପୁତ୍ର ଚୋରି ଅଭିଯୋଗ ହୋଇଥିଲା। ଭୁବନେଶ୍ବର ରାମମନ୍ଦିର ସାମ୍ନାରୁ ଶିଶୁପୁତ୍ର ଅପହୃତ ହୋଇଥିଲା। ଜଣେ ଦୃଷ୍ଟି ବାଧିତ ମାଆଙ୍କ କୋଳରୁ ଉଠାଇ ନେଇଥିଲା ଅପହର୍ତ୍ତା। ଘଟଣାର…