Odisha Link
Bridging the Missing Links in Odisha

ଛତିଶଗଡ଼ରେ ଟଳିଲେ ୨ ହାର୍ଡକୋର ମାଓବାଦୀ

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ରେ ପୁଣି ଏନକାଉଣ୍ଟର। ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ବେଳେ ପୁଲିସକୁ ସଫଳତା ମିଳିଛି। ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି। କୋଣ୍ଡାଗାଁଓ-ନାରାୟଣପୁର ସୀମାରେ ଏନ୍‌କାଉଣ୍ଟର ହୋଇଛି। AK-୪୭ ବନ୍ଧୁକ ସହ ୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଏନ୍‌କାଉଣ୍ଟର ନେଇ ବସ୍ତର ଆଇଜି ସୂଚନା ଦେଇଛନ୍ତି।

Leave A Reply

Your email address will not be published.