Odisha Link
Bridging the Missing Links in Odisha
Daily Archives

April 16, 2025

ଭୁବନେଶ୍ୱରରେ ଅଖିଳେଶ ଯାଦବ, ପୁରୀ ଯାଇ…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବରରେ ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ପତ୍ନୀ ସାଂସଦ ଡିମ୍ପଲ୍ ଯାଦବଙ୍କ ସହ ଭୁବନେଶ୍ବରରେ ପହଞ୍ଚିଲେ। ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।କିଛି ରାଜନୈତିକ କାର୍ଯ୍ୟକ୍ରମ ଅଛି ନା ନାହିଁ ସ୍ପଷ୍ଟ ହୋଇନି।

ଏକ୍ସପ୍ରେସ ଟ୍ରେନ୍‌ରେ ଏଟିଏମ୍

ଓଏଲ୍‌ ବ୍ୟୁରୋ: ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ଭାରତରେ ଏକ୍ସପ୍ରେସ ଟ୍ରେନ୍‌ରେ ପ୍ରଥମ କରି ATM ବ୍ୟବସ୍ଥା ଆରମ୍ଭ ହୋଇଛି। ପଞ୍ଚଭତୀ ଏକ୍ସପ୍ରେସ୍‌ରେ ପରୀକ୍ଷାମୂଳକ ଭାବେ ATM ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି। ଏକ ଶୀତତାପ ନିୟନ୍ତ୍ରିତ ବଗିରେ ଏଟିଏମ୍ ଲାଗିଲା। ନାସିକରୁ…

ପୁଣି ଟ୍ରେଣ୍ଡରେ ଡୋଲୋ-୬୫୦, ଜାଣନ୍ତୁ…

ଓଏଲ୍‌ ବ୍ୟୁରୋ: ଜ୍ବର ଥଣ୍ଡା କାଶ ମୁଣ୍ଡବିନ୍ଧା ଗୋଡ଼ହାତ ବଥାର କଷ୍ଟ ମନେ ପକାନ୍ତୁ। ବୋଧହୁଏ କରୋନା ସମୟରେ ସମସ୍ତେ କେବେକେବେ ନାଁ କେବେ ଭୂତାଣୁର ଲହରରେ ଛନ୍ଦି ହୋଇ ଧନ୍ଦି ହୋଇଥିବେ। ବହୁତ କଷ୍ଟ ଯନ୍ତ୍ରଣା ଅନୁଭବ କରିଥିବେ। ସେତେବେଳେ ତ ବଜାରରେ ଗୁଡ଼ାଏ ଜ୍ବର ମେଡିସିନ ଥିଲା। କିନ୍ତୁ ଆମ…

ଭୟ ବଢ଼ାଇଲା ଭବିଷ୍ୟବାଣୀ, ଭାରତରେ…

ଓଏଲ୍‌ ବ୍ୟୁରୋ: ମିଆଁମାରରେ ଘଟିଥିବା ଭୟାବହ ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ୩ ହଜାର ଟପିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୪ହଜାର ୬୭୧ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ୨୧୪ଜଣ ଏବେ ବି ନିଖୋଜ ରହିଛନ୍ତି। ୫,୨୦୦ ଘର, ୧୮୦୦ ସ୍କୁଲ, ୮,୯୦୦ ମନ୍ଦିର ମାଟିରେ ମିଶିଛି। ମିଆଁମାର ଭୂକମ୍ପରେ ୧୭୭…

ଖୁବଶୀଘ୍ର ହୋଇପାରେ ମନ୍ତ୍ରିମଣ୍ଡଳ…

ଓଏଲ୍‌ ବ୍ୟୁରୋ: ଭାରତୀୟ ଜନତା ପାର୍ଟିର ସରକାର ଓ ସଙ୍ଗଠନରେ ହେବାକୁ ଯାଉଛି ବଡ଼ ଅଦଳବଦଳ। ଖୁବଶୀଘ୍ର ଭାରତୀୟ ଜନତା ପାର୍ଟିକୁ ମିଳିବ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଆସନ୍ତା ରବିବାର ମଧ୍ୟରେ ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାମ ଘୋଷଣା…

ଦୂର ହେଲା ଆୟୁଷ୍ମାନ ଯୋଜନା ଦ୍ୱନ୍ଦ୍ୱ, ୬…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ମିଳିତ ଭାବେ ଆରମ୍ଭ ହୋଇଛି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଏହାସହ କାର୍ଡ ବିତରଣ ମଧ୍ୟ ଆରମ୍ଭ ହୋଇଛି। ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଏବଂ ଆୟୁଷ୍ମାନ ବୟୋ…

ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ,…

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ବାବୁ। ଆଠମଲ୍ଲିକ ସହକାରୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଢେଙ୍କାନାଳ ଘରେ ରେଡ୍ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚାଲିଛି ରେଡ୍। ଏକକାଳୀନ…

ଛତିଶଗଡ଼ରେ ଟଳିଲେ ୨ ହାର୍ଡକୋର ମାଓବାଦୀ

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ରେ ପୁଣି ଏନକାଉଣ୍ଟର। ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ବେଳେ ପୁଲିସକୁ ସଫଳତା ମିଳିଛି। ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହୋଇଛି। କୋଣ୍ଡାଗାଁଓ-ନାରାୟଣପୁର ସୀମାରେ ଏନ୍‌କାଉଣ୍ଟର ହୋଇଛି। AK-୪୭ ବନ୍ଧୁକ ସହ ୨ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି।…