Odisha Link
Bridging the Missing Links in Odisha
Daily Archives

April 17, 2025

ଓଡ଼ିଶାକୁ ୪ହଜାର କୋଟିର ଭେଟି: ୧୭ଟି…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକର୍ପଣ କରିଛନ୍ତି। ଯେଉଁଥିରେ ରହିଛି ୨ହଜାର ୯୦୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ୧୩ଟି ଜାତୀୟ ରାଜପଥ, ୪୨୭ କୋଟି ଟଙ୍କା ବ୍ୟୟରେ…

‘ଅସମ୍ଭବ ଶବ୍ଦ ମଧ୍ୟରେ ସମ୍ଭବକୁ…

ଓଏଲ୍‌ ବ୍ୟୁରୋ: ବ୍ୟକ୍ତି କେତେଦିନ ବଞ୍ଚେ ତାହା ମହତ୍ୱପୂର୍ଣ୍ଣ ନୁହେଁ, କିନ୍ତୁ କିଭଳି ବଞ୍ଚେ ଓ ସେହି ସମୟ ମଧ୍ୟରେ କଣ କାମ କରେ ତାହା ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ହିଁ ଆମକୁ ଡ. ହରେକୃଷ୍ଣ ମହତାବଙ୍କ ଜୀବନରୁ ଶିକ୍ଷା ମିଳେ ବୋଲି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଆଜି…

ୱାକ୍‌ଫ ବୋର୍ଡ: ନୂଆ ନିଯୁକ୍ତି ଉପରେ…

ଓଏଲ୍‌ ବ୍ୟୁୁରୋ: ୱାକ୍‌ଫ ବୋର୍ଡରେ ଅଣମୁସଲିମ୍‌ ନିଯୁକ୍ତି ଉପରେ ରୋକ୍ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ। ‘ୱାକ୍‌ଫ ବାଏ ଡିଡ୍‌’ ଓ ‘ୱାକ୍‌ଫ ବାଏ ୟୁଜର’ରେ ନିଯୁକ୍ତି ମନା। ୭ ଦିନ ଭିତରେ ଜବାବ ରଖିବାକୁ ସଲିସିଟର ଜେନେରାଲ୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅଧିସୂଚିତ ହେବନି…

‘ବିଜୁବାବୁ ଓଡ଼ିଶାର ବରପୁତ୍ର,…

ଓଏଲ୍‌ ବ୍ୟୁୁରୋ: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ ଦିବସ। ବିଜୁବାବୁଙ୍କ ତିରୋଧାନ ଦିବସରେ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, ଜଣେ ଓଡ଼ିଆ ଭାବରେ ସବୁବେଳେ ସେ ଗର୍ବ କରୁଥିଲେ। ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ କରିବା ତାଙ୍କ ଲକ୍ଷ୍ୟ ଥିଲା।…

ବିଦ୍ୟାର୍ଥୀଙ୍କ ସ୍ୱାର୍ଥ ସହ ସାଲିସ୍…

ଓଏଲ୍‌ ବ୍ୟୁରୋ: ଯାଜପୁର ଚଣ୍ଡିଖୋଲ ଗସ୍ତରେ ଆସିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଛାତ୍ରାବାସ ପରିଦର୍ଶନ କରି ଅସନ୍ତୋଷ ବ୍ୟକ୍ତ କରିଥିଲେ। କାରଣ ସେଠାରେ କାନ୍ଥ ଫାଟିବାଠୁ ନେଇ ଅପରିଷ୍କାର ପରିବେଶରେ ବିଦ୍ୟାର୍ଥୀ ମାନେ ରହୁଥିବାର…

ଓଡ଼ିଶା ପାଇଁ ବିଜୁ ବାବୁଙ୍କ ସ୍ୱପ୍ନ…

ଓଏଲ୍‌ ବ୍ୟୁୁରୋ: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ ଦିବସ। ବିଜୁବାବୁଙ୍କ ତିରୋଧାନ ଦିବସରେ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, ଜଣେ ଓଡ଼ିଆ ଭାବରେ ସବୁବେଳେ ସେ ଗର୍ବ କରୁଥିଲେ। ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ କରିବା ତାଙ୍କ ଲକ୍ଷ୍ୟ ଥିଲା।…

ଆଧୁନିକ ଓଡ଼ିଶାର ନିର୍ମାତା ଥିଲେ…

ଓଏଲ୍‌ ବ୍ୟୁୁରୋ: ମହତାବଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଜାତୀୟ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଗଡ଼କରୀ ସମ୍ବୋଧନ କରି କହିଛନ୍ତି, ଓଡ଼ିଶା ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ ମହତାବ। ଭିତ୍ତିଭୂମି ନିର୍ମାଣ, ଜଳସେଚନ ଓ ଶିକ୍ଷା ପାଇଁ କାମ…

କଟକରେ କେନ୍ଦ୍ରମନ୍ତ୍ରୀ, ଓଡ଼ିଶା ଗଠନରେ…

ଓଏଲ୍‌ ବ୍ୟୁୁରୋ: ମହତାବଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଜାତୀୟ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଗଡ଼କରୀ ସମ୍ବୋଧନ କରି କହିଛନ୍ତି, ଓଡ଼ିଶା ଗଠନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ ମହତାବ। ଭିତ୍ତିଭୂମି ନିର୍ମାଣ, ଜଳସେଚନ ଓ ଶିକ୍ଷା ପାଇଁ କାମ…

ବିସିସିଆଇର ବଡ଼ କାର୍ଯ୍ୟାନୁଷ୍ଠାନ, ବିଦା…

ଓଏଲ୍‌ ବ୍ୟୁରୋ: କଠୋର ଆଭିମୁଖ୍ୟ ପ୍ରକାଶ କରିଛି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)। ରୋମାଞ୍ଚକ ମୋଡରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୫ ପହଁଞ୍ଚିବା ବେଳେ ବିସିସିଆଇ ଟିମ୍‌ ଇଣ୍ଡିଆର ସପୋର୍ଟ ଷ୍ଟାଫ୍ ସଦସ୍ୟଙ୍କୁ ବହିଷ୍କାର କରିଥିବା ଖବର ଏବେ ଖବର ଶିରୋନାମା ପାଲଟିଛି। ଜାତୀୟ…

ମହଙ୍ଗା ପଡ଼ିଲା ଆୟ ବହିର୍ଭୂତ ସମ୍ପତ୍ତି,…

ଓଏଲ୍‌ ବ୍ୟୁୁରୋ: ମହଙ୍ଗା ପଡ଼ିଲା ଠୁଳ କରିଥିବା ଆୟ ବହିର୍ଭୂତ ସମ୍ପତ୍ତି। ଗିରଫ ହେଲେ ଅନୁଗୁଳ ଆଠମଲ୍ଲିକ ସହକାରୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଗତକାଲି ଚଢ଼ାଉ ବେଳେ AEEଙ୍କର ଅମାପ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ଗୋଟିଏ…