ଖଣି ଦୁର୍ନୀତି ମାମଲା: ଆଜି ସ୍ଥିତି ପରଖିବେ ଖଣି ମନ୍ତ୍ରୀ

ଓଏଲ୍ ବ୍ୟୁରୋ: ଖଣି ଦୁର୍ନୀତି ମାମଲାକୁ ନେଇ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଖଣି ଦୁର୍ନୀତି ମାମଲାକୁ ନେଇ ସ୍ଥିତି ପରଖିବେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା। ସୁନ୍ଦରଗଡ଼ ଯାଇ ସ୍ଥିତି ପରଖିବେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ। ଚୋରା କୋଇଲା ଖଣି ଅଞ୍ଚଳକୁ ଗସ୍ତ କରିବେ ଦୁଇ ମନ୍ତ୍ରୀ। ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖିବେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ।