Odisha Link
Bridging the Missing Links in Odisha

ଟ୍ୱିନ୍‌ସିଟିରେ କାଳବୈଶାଖୀ ବର୍ଷା, ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଓଏଲ୍‌ ବ୍ୟୁରୋ: ଟ୍ୱିନ୍‌ସିଟିରେ କାଳବୈଶାଖୀ ବର୍ଷା। ଦିନରେ ରାତିର ଭ୍ରମ। ଅଚାନକ ଘୋଟି ଆସିଲା କଳାହାଣ୍ଡିଆ ମେଘ। ସାରା ରାଜ୍ୟରେ ହେଉଛି କାଳବୈଶାଖୀ ବର୍ଷା। କଟକ, ଭୁବନେଶ୍ଵରରେ ପ୍ରବଳ ବର୍ଷା। ପ୍ରବଳ ପବନ ସହ ଘଡ଼ଘଡ଼ି ବର୍ଷାରେ ଭିଜିଲା ଟ୍ବିନ୍‌ସିଟି। ଢେଙ୍କାନାଳ, କଟକ ଓ ଖୋର୍ଦ୍ଧାକୁ ୩ ଘଣ୍ଟା ପାଇଁ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ ବିଭାଗ।

Leave A Reply

Your email address will not be published.