ଆଇନ ଶୃଙ୍ଖଳା ପରିସ୍ଥିତି: ବିଜେଡି…
ଓଏଲ୍ ବ୍ୟୁରୋ: ଜେସିବି ଲଗାଇ ଲୋକଙ୍କୁ ମାରି ଦିଆଯାଉଛି। ସରକାରଙ୍କୁ ଡରୁନାହାନ୍ତି ଅପରାଧୀ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି, ପେପର ଖୋଲିଲେ ଖାଲି ମର୍ଡର ମର୍ଡର। ଡବଲ ଇଂଜିନ ସରକାରଙ୍କ ଉପହାର କ’ଣ?…